To Prema Setiki Thau
[00:27.00] ଅତର ଅତର ବାସୁଛି ପବନ ପାଣିରେ ଭାସୁଛି ମହୁ
[00:31.00] ତୋ ପ୍ରେମ ସେତିକି ଥାଉ
[00:45.00] ଯାଦୁ ନଗରୀରେ ପାଦ ମୁଁ ଦେଇଛି ସମ୍ଭାଳି ପାରୁନି ଆଉ
[00:49.18] ତୋ ପ୍ରେମ ସେତିକି ଥାଉ
[00:53.00] ତୁ ଦରିଆ ସେପାରି ଝିଅ ମୁଁ ସାଧବ ପୁଅ
[00:57.60] ମୁଁ ଭୁଲିଯାଏ ସବୁ ଦୁଃଖ ଦେଖିଦେଲେ ତୋ ମୁହଁ
[01:02.00] ତୋ ମୁହଁ ବିନା ମତେ କିଛି ଦିଶୁନି ଆଉ
[01:07.30] ତୋ ପ୍ରେମ ସେତିକି ଥାଉ
[01:11.00] ହାଏରେ ତୋ ପ୍ରେମ ସେତିକି ଥାଉ
[01:16.00] ତୋ ପ୍ରେମ ସେତିକି ଥାଉ
[01:19.10] ହାଏରେ ତୋ ପ୍ରେମ ସେତିକି ଥାଉ
[01:52.55] ଅପରୂପ ରୂପସୀ ତୁ ରମ୍ଭା ନା ତୁ ମେନକା
[01:57.00] କ’ଣ ଦେଖି ଭଲପାଇଲୁ ସାଜିଲୁ ମୋ ପ୍ରେମିକା
[02:10.03] ସୁନା ଠାରୁ ରୂପା ଠାରୁ ପ୍ରେମ ତୋର ଦାମିକା
[02:15.55] ଆଜିଯାଏ ଦେଖିନି ମୁଁ ପୁଅଟେ ତୋ ପରିକା
[02:19.50] ତୁ ଗୋଲାପ ଗାଁର ଝିଅ ମୁଁ ପରଜାପତି
[02:24.45] ମୁଁ ତୋ ବିନା ଝାଉଁଳି ଯାଏ ତୁ ଜରୁରୀ ଅତି
[02:28.55] ତୋ ବିନା କୋଉଥିରେ ମନ ଲାଗୁନି ଆଉ
[02:33.20] ତୋ ପ୍ରେମ ସେତିକି ଥାଉ
[02:37.00] ହାଏରେ ତୋ ପ୍ରେମ ସେତିକି ଥାଉ
[02:41.79] ହଁ ତୋ ପ୍ରେମ ସେତିକି ଥାଉ
[02:46.00] ହାଏରେ ତୋ ପ୍ରେମ ସେତିକି ଥାଉ
[03:19.00] ଜହ୍ନ ପରି ମନ ତୋର ମୁଁ ତୋର ଚାନ୍ଦିନୀ
[03:23.00] ତୋ ପ୍ରେମରେ ଜାଣିଶୁଣି ହେଇଗଲି ବନ୍ଦିନୀ
[03:36.00] ହେ ସ୍ବପ୍ନ ପରି ଲାଗେ ସବୁ ଆଗୋ ରାଜନନ୍ଦିନୀ
[03:41.00] ତତେ ପାଇ ଗଲାଦିନୁ ଭାଗ୍ୟକୁ ମୁଁ ନିନ୍ଦିନି
[03:45.84] ମୋ ଭାଗ୍ୟରେ ଅଛୁ ତୁ ବୋଲି ମୁଁ ହେଲିରେ ଧନ୍ୟ
[03:50.00] ତତେ ପାଇଲି କେମିତି କହ କରିଦେଲି କି ପୂଣ୍ୟ
[03:54.84] ତୋ ବିନା ଆଜିକାଲି କିଛି ଭାବୁନି ଆଉ
[04:00.00] ତୋ ପ୍ରେମ ସେତିକି ଥାଉ
[04:02.00] ହାଏରେ ତୋ ପ୍ରେମ ସେତିକି ଥାଉ
[04:07.39] ହୋ ତୋ ପ୍ରେମ ସେତିକି ଥାଉ
[04:12.00] ହାଏରେ ତୋ ପ୍ରେମ ସେତିକି ଥାଉ
