Lrc Player

Cham Cham Bajei Paunji

Unknown artist
[04:43.44]·
This lyric sheet isn't paired with a song yet, so lines are shown but won't sync or seek.

[00:13.28] ଧୀରେ ଧୀରେ

[00:16.00] ଧୀରେ ଧୀରେ

[00:19.00] ଧୀରେ ଧୀରେ ହଁ ଧୀରେ ଧୀରେ

[00:33.00] ତୁ ଧୀରେ ଧୀରେ ଆସିଲୁ ଜୀଵନେ

[00:38.04] ଛମ ଛମ ବଜେଇ ପାଉଁଜି

[00:43.00] ତୁ ଛପି ଛପି ଆସିଲୁ ସପନେ

[00:49.00] ନିଦ ସବାରୀରେ ଆଉଜି

[00:53.00] ତୋ ଦେହର ବାସ୍ନା ଲାଗେ କସ୍ତୁରୀ କସ୍ତୁରୀ

[00:58.00] ରୂପରେ ଗୁଣରେ କେହି ହେବେନି ତୋ ସରୀ

[01:04.80] ତୁ ରଖୁଦେ ତୋ ହୃଦୟେ ସାଇତି

[01:09.21] ଧକ୍ ଧକ୍ ହଉଥିବି ନୀତି

[01:14.87] ମୁଁ ଧୀରେ ଧୀରେ ଆସିଲି ତୋ ଜୀବନେ

[01:19.80] ଛମ ଛମ ବଜେଇ ପାଉଁଜି

[01:49.71] ଆଖି ଖୋଲି ଦେଖି ଦେଲି ଯେବେ ତୋ ଛବି

[01:57.00] ଲେଖକରୁ ହେଇଗଲି ମୁଁ ଯେ କବି

[02:03.00] ହୋ ଆଖି ଖୋଲି ଦେଖି ଦେଲି ଯେବେ ତୋ ଛବି

[02:11.87] ଲେଖକରୁ ହେଇଗଲି ମୁଁ ଯେ କବି

[02:18.88] ତୋ କବିତା ଛନ୍ଦରେ ମୁଁ ହେବି ସାତମାଳ

[02:23.83] ଜୀବନରେ ଭରିଦେବି ସଂଗୀତ ଝଙ୍କାର

[02:30.50] ତୁ ଛୁଇଁ ଦେଲେ ଲାଗେ ମୋତେ ଏମିତି

[02:35.13] ସରମରେ ମରି ଯିବିକି

[02:40.88] ତୁ ହସି ଦେଲେ ଲାଗୁ ମୋତେ ଏମିତି

[02:45.00] ଶାମୁକାର ମୋତି ଯେମିତି

[03:15.00] ଆଖୁ ବୁଜି ଶୋଇଲେ ମୁଁ ଆସୁ ସ୍ବପ୍ନରେ

[03:23.00] ସ୍ବପ୍ନରେ ତୋ ଦୁଷ୍ଟାମି ଭଲ ଲଗେରେ

[03:28.62] ହଁ ଆଖି ବୁଜି ଶୋଇଲେ ମୁଁ ଆସୁ ସ୍ବପ୍ନରେ

[03:37.63] ସ୍ବପ୍ନରେ ତୋ ଦୁଷ୍ଟାମି ଭଲ ଲଗେରେ

[03:42.80] ତୋ ନିରବତା ନିରୋଳାରେ ଭାଙ୍ଗି ମୁଁ ଦେବି

[03:49.00] ମୋ ନଜର ତୋ ନଜରେ ଛନ୍ଦି ମୁଁ ଦେବି

[03:55.63] ତୁ ଚାହିଁ ଦେଲେ ଲାଗେ ମୋତେ ଏମିତି

[04:01.00] ପୂର୍ଣ୍ଣମୀର ଚାନ୍ଦ ଯେମିତି

[04:06.00] ମୁଁ ଧୀରେ ଧୀରେ ଆସିଲି ତୋ ଜୀବନେ

[04:11.62] ଛମ ଛମ ବଜେଇ ପାଉଁଜି

[04:16.00] ଧକ୍ ଧକ୍ ହଉଥିଵି‌ ନୀତି

[04:21.00] ନିଦ ସବାରୀରେ ଆଉଜି

[04:26.00] ଧୀରେ ଧୀରେ

[04:28.58] ଧୀରେ ଧୀରେ

[04:31.38] ଧୀରେ ଧୀରେ ହଁ ଧୀରେ ଧୀରେ