Lrc Player

A suna gharu baharia song

Unknown artist
[03:53.45]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:28.41] ଆରେ ଆରେ ଆରେ ଅରେ

[00:28.97] ଜୋ ୱାଦା କିୟା ବୋ ଲିଭାନା ପଡେଗା

[00:29.53] ରୁଠେ ଜମାନା ଚାହେ ରୋଠେ ଖୁଦାଇ

[00:29.81] ତୁମକୋ ଆନା ପଡେଗା (2)

[00:43.53] ତୋର ବାଡ଼ ଦୁଆରେ ନାଚୁଛେ ତୋର ସୁନ୍ଦରା ବାଉରା(2)

[00:49.13] ଆ ସୁନା ଘରୁ ବାହାରିଆ (3)

[01:02.37] ତୋତେ ଟିକେ ଦେଖଲେ ସତେ କେତେ ଭଲ ଲାଗମା ମୋତେ(2)

[01:03.49] ମନ ହେଉଛେ ଛନ ଛନିଆ

[01:04.33] ଆ ସୁନା ଘରୁ ବାହାରିଆ..............

[01:04.61] (ଡୋଲି ସଜାକେ ରଖନା ମେହେନ୍ଦି ଲଗାକେ ରଖନା)2

[01:04.89] ତୁଇ ହବୁ ମୋର୍ ଧନରେ ସୁନାର୍ କନିଆଁ

[01:04.89] ଆସୁନା ଘରୁ ବାହାରିଆ...............

[01:05.21] ପ୍ରେମୀ ମାନେରେ ପାଗଲା ହେସନ କାହାରିକାଥାତ ନାଇଁ ମାନିସନ

[01:05.21] ଯାହାକେ ଦିଲଥି ବସେଇଥି ସନ ତାହାକେ ବେସିତ ଭଲପାଏସନ .【0】

[01:05.49] ହେ ଧନ ଦଉଲତ ନାଇଁ ମାଗେ ତୋତେ

[01:05.49] ଦେଖିଲେ ଉସତ ହେଇ ଜିମି

[01:05.77] ତୁଇ ଦେଖୁଥିଲେ ତୁଇ ହସୁଥିଲ ଉଦକୀ2 ନାଚୁଥିମି

[01:05.77] ଘମଣ୍ଡି ଗୁମାନି ଯଦି ଆଉ ତୁହି ଜିଦିବାଲା ଘରର ଝିଅ

[01:06.05] ମୁଇଁ ବି ଜୀବନଥି କେବେ ହାରି ନାଇଁ ଜିତି ବାଲା ଘରର ପୁଅ

[01:06.05] ଏତେ ଜଉ ମୋତେ ତଡପୌଚୁ ଲୋ ଘରେ କେନ୍ତା ଦାମ ଧରି ଅଛୁ

[01:06.05] କାନ୍ଦରି ନାନୀ ନରମ ଦିଲବାଲି ମୋ ଥିକାହିଁକି ଲୁକି ଯାଇଛୁ

[01:06.53] ମଉକା ଦୁବାରା ନାଇଁ ମିଲେ ଗୋରିଆ

[01:06.53] ଆସୁନା ଘରୁ ବାହାରିଆ...........................♀【1】

[01:06.81] ହେ ସବୁ ପିଲାମାନଙ୍କର ଗାର୍ଲଫ୍ରେଣ୍ଡ ଅଛନ ଲୋ

[01:06.81] ଖାଲି ମୋର୍ ସନମ ତୁଇ ନାଇନ

[01:07.09] ଉ ଦାସ ମାନେବି ,ଏ କ ଲା ନାଚୁଛେ ,ଅଧୁରା2 ଲାଗଲାନା

[01:07.09] ଗୋଟେ ଫାଲ ଘର ତୋର ଗୋଟେ ଫାଲ lover ତୋର

[01:07.37] କାହାକେ ଚୁନୁ ଚୁ ଯେ କହ

[01:07.37] ଇଟା ତୋର ପରୀକ୍ଷା କରିଦେ ଫଇସଲା

[01:07.65] ଧନ ମୋର୍ ଚୁପଚାପ ନାଇଁ ରହ

[01:07.65] ତୋର ଦିୱାନା ଆକୁଲେ ଡାକୁଛେଲୋ

[01:07.93] ସାହେବା ତୋର ମଜବୁରୀ ଛାଡ଼ିଦେ

[01:08.21] ଆଇବୁକି ନାଇଁ ଖବର ପଠେଇ ଦେ ଲୋ

[01:08.21] ନହେଲେ ପୁରା ବ୍ରେକଅପ କରିଦେ

[01:08.49] ତୁଇ ନାଇଁ ଆଇଲେ ଜିନ୍ଦେଗି ଭର କଥା ନାଇଁ ହେବୁଜା

[01:08.49] ତୋ ଠାନୁ ମୁଇଁ ଯାଉଛେ ଦୁରିଆ (3)

[01:08.77] F- ମୁଁ ଘରୁ ସତେ ବାହାରି ଆଇଲି ସୁନ୍ଦରା ବାଉରା

[01:08.77] ଆ ନାଚମା ହାଇଗୋ ରାଇଆ

[01:09.05] M- ଆ ନାଚମା ହାଇଗୋ ମୋର୍ ସୁନାରେ ..【2】