Lrc Player

KALE PRERANA PITA NIJA PUTRANKU __ NEW ODIA CHRISTMAS SONG __ AMIT BADANAYAK __ SRIDHAR GANTA(MP3_128K)

Unknown artist
[06:21.02]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:56.41] କେଡ଼େ ପ୍ରେମ କଲେ ବୋଲି ଆମକୁ

[01:03.31] କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ

[01:09.16] ପାପୁ ଉଦ୍ଧାରିବା ପାଇଁ ଆମକୁ

[01:15.53] କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ

[01:21.90] ମାନବର ମୁକ୍ତି ଲାଗି ସରଗ ସୁଖ ତିଆଗି (୨ଥର)

[01:34.66] ନର ରୂପେ ଆସିଲେ ଏ ଧରାକୁ

[01:41.30] କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ....=୦=

[02:37.88] କୋକିଶିଆଳିର ଗାତ ଟିଏ ଅଛି

[02:40.80] ପକ୍ଷୀର ବସାଟେ ଅଛି

[02:47.18] ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାକୁ

[02:50.36] ସ୍ଥାନ ତ ନ ଥିଲା କିଛି ...(୨ଥର)

[03:15.86] ଈଶ୍ୱରଙ୍କ ପୁତ୍ର ହୋଇ ଦାସ ରୂପ ନେଲେ ସେହି

[03:28.35] ଆଦରିଲେ ସେ ଗୁହାଳ କୁଣ୍ଡକୁ

[03:34.98] କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ....=୧=

[04:31.59] ବାଟବଣା ହୋଇ ହଜିଥିଲୁ ବୋଲି

[04:34.50] ଖୋଜି ରକ୍ଷା କରିବାକୁ

[04:40.88] ସତ୍ୟର ମାର୍ଗରେ କଢାଇ ନେବାକୁ

[04:44.06] ଆସିଲେ ଆମ ପାଖକୁ ...(୨ଥର)

[05:09.56] ଜଗତର ଅନ୍ଧକାର କରିବାକୁ ସବୁ ଦୂର (୨ଥର)

[05:22.05] ଜ୍ୟୋତିଃ ସାଜି ଆସିଲେ ଜଗତକୁ

[05:28.69] କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ....=୨=

[00:00.00] ଗୀତ ରଚନା ଓ ସ୍ୱର ସଂଯୋଜନା

[00:00.00] ଅମିତ୍ ବଡ଼ନାୟକ

[00:00.00] କଣ୍ଠଦାନ - ଶ୍ରୀଧର ଗାଣ୍ଟା