Phulara Sahare Gharate Tolichi Tu Asibu Boli Priya Tu Asibu Boli-(OdiaKhati.In)
[00:00.36] ********
[00:53.71] ଫୁଲର ସହରେ ଘରଟେ ତୋଲିଛି
[00:58.78] *****
[01:01.43] ଫୁଲର ସହରେ ଘରଟେ ତୋଲିଛି
[01:06.75] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[01:11.82] *****
[01:17.15] ହୋ ଅଗଣା ଦୁଆରେ ଦୋଲିଟେ ବନ୍ଦିଛି
[01:22.73] *****
[01:25.39] ଅଗଣା ଦୁଆରେ ଦୋଲିଟେ ବନ୍ଦିଛି
[01:30.96] ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
[01:35.49] *****
[01:41.33] ଚାନ୍ଦକୁ କହିଛି ଚାନ୍ଦିନୀ ଦବ
[01:46.65] ତାରା କୁ କହିଛି ଗହଣା ହବ
[01:51.44] ତୋ ବାଟକୁ ଚାହିଁଛି ଆଖିରୁ ନିଦ ଭୁଲି
[01:57.29] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[02:02.62] ********
[02:46.30] ସପନର ନାଇ କୁଲେ ବସିଛି ମୁ ତତେ ଚାହିଁ
[02:51.11] ତୁ ଆସିଲେ ତୋ କାନରେ
[02:56.44] ତୁ ଆସିଲେ ତୋ କାନରେ ମନ କଥା ଦେବିମୁ କହି
[03:04.13] ମେଘ କୁ କହିଛି ବରଷା ଦବ
[03:09.70] ଫଗୁଣ ତୋ ଦେହେ ରଙ୍ଗ ଢାଳିବ
[03:14.75] ମୁଁ ସଜେଇ ରହିଛି ଗୋଲାପ ହେନା ମଲି
[03:20.61] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[03:25.66] *********
[04:09.30] ଯେଉଁ ଦିନ ତୁ ଆସିବୁ ପାଦରେ ଅଳତା ନାଇ
[04:14.08] ମୋ ଜୀବନେ ଭରିଯିବ
[04:19.40] ମୋ ଜୀବନେ ଭରିଯିବ ଅସରନ୍ତି ସୁଖର ଛାଇ
[04:27.09] ଭଂର ତୋ ପାଇଁ ଗୀତ ଗାଇବ
[04:32.43] ଅଳସ ନିଦରେ ଶୁଆଇ ଦବ
[04:37.78] ମୁଁ ଚାହିଁଛି ତୋ ପାଇଁ ମନ ଦରଜା ଖୋଲି
[04:43.62] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[04:48.72] ******
[04:54.59] ଫୁଲର ସହରେ ଘରଟେ ତୋଲିଛି
[04:59.36] *****
[05:02.29] ଫୁଲର ସହରେ ଘରଟେ ତୋଲିଛି
[05:07.33] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[05:12.68] *****
[05:17.73] ହୋ ଅଗଣା ଦୁଆରେ ଦୋଲିଟେ ବନ୍ଦିଛି
[05:23.29] *****
[05:26.23] ଅଗଣା ଦୁଆରେ ଦୋଲିଟେ ବନ୍ଦିଛି
[05:31.29] ତୁ ବସିବୁ ବୋଲି ପ୍ରିୟା ତୁ ବସିବୁ ବୋଲି
[05:36.33] *****
[05:42.18] ଚାନ୍ଦକୁ କହିଛି ଚାନ୍ଦିନୀ ଦବ
[05:46.98] ତାରା କୁ କହିଛି ଗହଣା ହବ
[05:52.03] ତୋ ବାଟକୁ ଚାହିଁଛି ଆଖିରୁ ନିଦ ଭୁଲି
[05:57.88] ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି
[06:02.67] ******
[06:08.26] ହୋ ତୁ ଆସିବୁ ବୋଲି ପ୍ରିୟା ତୁ ଆସିବୁ ବୋଲି।।
