Lrc Player

Aasithila Kali Sei

Unknown artist
[04:36.66]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:00.04] *******

[00:22.61] ଆସିଥିଲା କଲି ସେ ରାତିକ ପାଇଁ

[00:30.32] ସପନ ସବାରି ରେ କନିଆଁ ହୋଇ

[00:38.28] ମୋ ଆଖିର ଫୁଲ ଶେଯ

[00:42.32] ମୋ ଆଖିର ଫୁଲ ଶେଯ ଗଲା ଭିଜେଇ

[00:50.03] ଆସିଥିଲା କଲି ସେ ରାତିକ ପାଇଁ

[00:57.61] ସପନ ସବାରି ରେ କନିଆଁ ହୋଇ

[01:04.53] ******

[01:31.88] ମୁଁ କଲି ରାତିରୁ ତାକୁ ବେଶୀ ଭାବୁଛି

[01:38.27] ଆଉ କିଛି ଲୁହ ବୋଧେ ବାକି ରହିଛି

[01:45.17] *****

[01:48.63] ହୋ..ଓ.ଓ..ମୁଁ କଲି ରାତିରୁ ତାକୁ ବେଶୀ ଭାବୁଛି

[01:55.29] ଆଉ କିଛି ଲୁହ ବୋଧେ ବାକି ରହିଛି

[02:03.51] ଆସିଥିଲା ସେ ବାକି

[02:07.50] ଆସିଥିଲା ସେ ବାକି ଆଦାୟ ପାଇଁ

[02:15.54] ଆସିଥିଲା କଲି ସେ ରାତିକ ପାଇଁ

[02:23.31] ସପନ ସବାରି ରେ କନିଆଁ ହୋଇ

[02:29.68] ******

[02:57.31] ମୋ ମନେ ପଡିଲେ ସେଇ ଲମ୍ବା କାହାଣୀ

[03:03.69] ସେ ବେଶୀ ଭଲ ଲାଗେ ଆଜି କେଜାଣି

[03:10.58] *****

[03:14.57] ମୋ ମନେ ପଡିଲେ ସେଇ ଲମ୍ବା କାହାଣୀ

[03:20.96] ସେ ବେଶୀ ଭଲ ଲାଗେ ଆଜି କେଜାଣି

[03:28.93] ଏମିତି ସେ ସାଥୀ ଜାର

[03:33.18] ଏମିତି ସେ ସାଥୀ ଜାର ବିଦାୟ ନାହିଁ

[03:40.88] ଆସିଥିଲା କଲି ସେ ରାତିକ ପାଇଁ

[03:48.85] ସପନ ସବାରି ରେ କନିଆଁ ହୋଇ

[03:56.30] ମୋ ଆଖିର ଫୁଲ ଶେଯ

[04:00.81] ମୋ ଆଖିର ଫୁଲ ଶେଯ ଗଲା ଭିଜେଇ

[04:07.98] ********!!