Aalo-Mo-Jibana-Radha-Pankaj-Jaal
[00:00.10] ***********
[00:20.82] ଆ ଲୋ ଲୋ ତୁ ମୋ ଜୀବନ ରାଧା
[00:24.55] ତୁହିଲୋ ମୋ ସପନ ରାଧା
[00:27.73] ଆ ଲୋ ଲୋ ମୋ ଜୀବନ ରାଧା
[00:30.67] ତୁହିଲୋ ମୋ ସପନ ରାଧା
[00:34.69] ତୋ ବିନା ଏ କାହ୍ନା ସତେ ଅଧା ଲୋ
[00:39.20] ତ୍ରେତୟା ରେ ତୁ ସୀତା ମୁଁ ତୋ ରାମ
[00:42.39] ଦ୍ଵାପର ରେ ତୁ ରାଧା ମୁଁ ତୋ ଶ୍ୟାମ
[00:45.83] ଯୁଗେ ଯୁଗେ ମୋ ଆଖିରେ ତୋ ଚେହେରା
[00:49.02] ଯୁଗେ ଯୁଗେ ମୋ ଆଖିରେ ତୋ ଚେହେରା
[00:52.77] ତୁ ଟିକେ ଋଷି ଗଲେ ଲାଗେଲୋ ବାଧା
[00:56.77] ଆ ଲୋ ଲୋ ମୋ ଜୀବନ ରାଧା
[00:59.97] ତୁହିଲୋ ମୋ ସପନ ରାଧା
[01:03.42] ତୋ ବିନା ଏ କାହ୍ନା ସତେ ଅଧା ଲୋ
[01:08.46] *************
[01:35.83] ତୋ ମୁହଁ ଦିଶେ ମୋତେ ରାତି ପାହିଲେ
[01:39.02] ଧାଈ ଧାଈ ଯାଏ ପରା ଯମୁନା କୂଳେ
[01:42.73] କ୍ଷୀର ସର ଘିଅ ଦହି କିଛି ରୁଚେନା
[01:45.68] ଯୋଉ ଦିନ ସକାଳୁ ତୋ ମୁହଁ ଦେଖେନା
[01:49.44] ଚନ୍ଦ୍ର ସେଣା ମାମୁଁ ମୋର ହଉଳୋ ଚନ୍ଦା...
[01:53.36] ଆ ଲୋ ଲୋ ମୋ ଜୀବନ ରାଧା
[01:56.84] ତୁହିଲୋ ମୋ ସପନ ରାଧା
[02:00.30] ତୋ ବିନା ଏ କାହ୍ନା ସତେ ଅଧା ଲୋ
[02:05.08] *************
[02:25.54] ସତ ଛଡା ମିଛ କେବେ ଜମା କହେନା
[02:28.73] ତୋ ବିନା ବଂଶୀ ମୋର ଜମା ବଜେନା
[02:32.19] ରାସ ରଙ୍ଗ ରସିକ ମୁଁ ତୋରି ପାଇଁ
[02:35.65] ତୋ ବିନା କୁଞ୍ଜ ସୋଭା ଦିଶଇ ନାହିଁ
[02:39.36] ଶୁଣିବୁନିି ରାଧାରାଣୀ ଗୋପର ନିନ୍ଦା
[02:43.08] ଆ ଲୋ ଲୋ ମୋ ଜୀବନ ରାଧା
[02:46.81] ତୁହିଲୋ ମୋ ସପନ ରାଧା
[02:50.26] ତୋ ବିନା ଏ କାହ୍ନା ସତେ ଅଧା ଲୋ
[02:54.79] *************
[03:22.16] ରାଧା ରାଧା ଝୁରି ଝୁରି ସରୁଛି ସଞ୍ଜ
[03:25.07] ତୋ ପାଇଁ ତ୍ରିଭଙ୍ଗି ଠାଣି ଚନ୍ଦ୍ରିକା ସଜ
[03:28.84] ପ୍ରେମ ତତେ କରୁଚି ମୁଁ କରୁନି ପାପ
[03:32.31] ତୁ ମୋର ଯୁଗ ଯୁଗ ଅସରା ଗପ
[03:35.77] ତୋ ବିନା ଏ କହ୍ନେଁଇ ର କାହାଣୀ ଅଧା
[03:39.75] ଆ ଲୋ ଲୋ ମୋ ଜୀବନ ରାଧା
[03:42.93] ତୁହିଲୋ ମୋ ସପନ ରାଧା
[03:46.65] ତୋ ବିନା ଏ କାହ୍ନା ସତେ ଅଧା ଲୋ
[03:51.45] ତ୍ରେତୟା ରେ ତୁ ସୀତା ମୁଁ ତୋ ରାମ
[03:54.38] ଦ୍ଵାପର ରେ ତୁ ରାଧା ମୁଁ ତୋ ଶ୍ୟାମ
[03:58.10] ଯୁଗେ ଯୁଗେ ମୋ ଆଖିରେ ତୋ ଚେହେରା
[04:01.55] ଯୁଗେ ଯୁଗେ ମୋ ଆଖିରେ ତୋ ଚେହେରା
[04:05.26] ତୁ ଟିକେ ଋଷି ଗଲେ ଲାଗେଲୋ ବାଧା
[04:08.98] ଆ ଲୋ ଲୋ ମୋ ଜୀବନ ରାଧା
[04:12.44] ତୁହିଲୋ ମୋ ସପନ ରାଧା
[04:15.63] ତୋ ବିନା ଏ କାହ୍ନା ସତେ ଅଧା ଲୋ !
