Aa-Tate-Kanheire-Gapa-Kahibi-Anjali-Mishra Prafulla
[00:00.20] ********
[00:24.37] ଆ ତତେ କହ୍ନେଇରେ ଗପ କହିବି,
[00:27.03] ସଜ ବାଜ କରି ତତେ ବୁଲେଇ ନେବି
[00:32.34] ଆ ତତେ କହ୍ନେଇରେ ଗପ କହିବି,
[00:35.28] ସଜ ବାଜ କରି ତତେ ବୁଲେଇ ନେବି
[00:37.65] ମତେ ଡାକି ବୁନି କୁଞ୍ଜ ବନ
[00:40.05] ଆରେ କଲା କାଞ୍ଚନ
[00:43.23] ମତେ ଡାକିବୁନି ମଧୁ ବନ
[00:45.36] ଆରେ ମନ ମୋହନ
[00:48.32] ମତେ ଡାକି ବୁନି କୁଞ୍ଜ ବନ
[00:50.97] ଆରେ କଲା କାଞ୍ଚନ...
[00:54.15] ଆ ତୋତେ ରାଧା ରାଣୀ ରାଣ ଦଉଛି,
[00:56.54] କୁଞ୍ଜ ବନେ ଘର ଟିଏ ତୋଳି ଦେଇଛି
[01:01.90] ଆ ତୋତେ ରାଧା ରାଣୀ ରାଣ ଦଉଛି,
[01:04.81] କୁଞ୍ଜ ବନେ ଘର ଟିଏ ତୋଳି ଦେଇଛି
[01:07.74] ସଜେଇବି ଫୁଲ ଦେଇ
[01:09.85] ଆଲୋ ମାନିନୀ ରାଇ
[01:13.03] ତତେ ଭିଜେଇବି ପ୍ରୀତି ଦେଇ
[01:15.17] ଆଲୋ ମାନିନୀ ରାଇ
[01:17.82] ତତେ ସଜେଇବି ଫୁଲ ଦେଇ
[01:20.48] ଆଲୋ ମାନିନୀ ରାଇ...
[01:23.41] ********
[01:50.62] ମୁଁ ପରା ଅଛି ତୋର ମନ ମନ୍ଦିରେ,
[01:54.61] ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
[01:58.87] ମୁଁ ପରା ଅଛି ତୋର ମନ ମନ୍ଦିରେ,
[02:02.59] ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
[02:06.56] କାଇଁ ଯିବି କହ କୁଞ୍ଜ ବନ
[02:08.96] ଆରେ ଜୀବନ ଧନ
[02:12.15] କାଇଁ ଯିବି କହ ମଧୁ ବନ
[02:14.53] ଆରେ ମନ ମୋହନ
[02:17.46] ମତେ ଡାକି ବୁନି କୁଞ୍ଜ ବନ
[02:20.11] ଆରେ କଲା କାଞ୍ଚନ..
[02:23.29] ତୋ ମନ ମନ୍ଦିର ରେ ମୁଁ ସିନା ବସିଚି,
[02:25.69] ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
[02:29.67] ତୋ ମନ ମନ୍ଦିର ରେ ମୁଁ ସିନା ବସିଚି,
[02:32.33] ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
[02:36.06] ତତେ ବୁଝେଇବି ଆଉ କେତେ
[02:38.72] ଆଲୋ ରାଧିକା ରାଣୀ
[02:41.90] କାଇଁ ବିଝିପାରୁ ନାହିଁ ମତେ
[02:44.31] ଆଲୋ ରାଧିକା ରାଣୀ
[02:46.69] ତତେ ବୁଝେଇବି ଆଉ କେତେ
[02:49.34] ଆଲୋ ରାଧିକା ରାଣୀ...
[02:52.56] ********
[03:09.28] ଗୋପ ଗାଁ ସାରା ପରା ନିନ୍ଦା ନାଗରା,
[03:12.73] ସହି ପାରୁନାହିଁ କହିପାରୁନୀ ପରା
[03:16.72] ଗୋପ ଗାଁ ସାରା ପରା ନିନ୍ଦା ନାଗରା,
[03:20.73] ସହି ପାରୁନାହିଁ କହିପାରୁନୀ ପରା
[03:24.71] ମତେ କାଇଁ କରୁ ହଇରାଣ
[03:27.11] ଆରେ କଲା ମୋହନ
[03:30.30] ତତେ ଦେଲି ତୋର ରାଧା ରାଣ
[03:32.70] ଆରେ ହୂଦ ଚନ୍ଦନ
[03:35.62] ମତେ ଡାକି ବୁନି କୁଞ୍ଜ ବନ
[03:38.00] ଆରେ କଲା କାଞ୍ଚନ..
[03:40.93] ମା କୁ କହିବି ମୋତେ ବାହା କରିଦବ,
[03:43.84] ବୋହୁ କରି ତତେ ଆମ ଘରକୁ ଆଣିବ
[03:47.82] ମା କୁ କହିବି ମୋତେ ବାହା କରିଦବ,
[03:50.75] ବୋହୁ କରି ତତେ ଆମ ଘରକୁ ଆଣିବ
[03:54.48] ତୁ ଆସିବୁ ଓଢଣା ଟାଣି
[03:56.88] ଆଲୋ ରାଧିକା ରାଣୀ
[03:59.79] ସୁନା ଗହଣା ଆଣିବି କିଣି
[04:02.18] ଆଲୋ ରାଧିକା ରାଣୀ
[04:05.38] ମତେ ଡାକି ବୁନି କୁଞ୍ଜ ବନ
[04:07.50] ଆରେ କଲା କାଞ୍ଚନ
[04:10.70] ତତେ ଝୁରେ ମନ ରାତି ଦିନ
[04:13.09] ତୁ ମୋ ପୁନେଇ ଜହ୍ନ
[04:16.02] ମତେ ଡାକିବୁନି ମଧୁ ବନ
[04:18.41] ଆରେ ମନ ମୋହନ..!
