Ghata-Jagithiba-Basi-Natanagara-Anjali-Mishra
[00:00.10] **********
[00:12.84] ଘାଟ ଜଗିଥିବ ବସି ନଟ ନାଗର
[00:15.51] ମୁଁ ଜମା ଯିବିନି ଜମା ଯିବିନି
[00:18.96] ଘାଟ ଜଗିଥିବ ବସି ନଟ ନାଗର ମୁଁ ଜମା ଯିବିନି
[00:23.74] ହୋ..ଓ.ଓ..ଦେଖୁ ଦେଖୁ ଟାଣି ଦେବ ଲାଜ ଓଢ଼ଣୀ ମୁଁ ଜମା ଯିବିନି..
[00:31.72] ଘାଟ ଜଗିଥିବ ବସି ନଟ ନାଗର
[00:34.10] ମୁଁ ଜମା ଯିବିନି ଜମା ଯିବିନି
[00:37.82] ଘାଟ ଜଗିଥିବ ବସି ନଟ ନାଗର ମୁଁ ଜମା ଯିବିନି..
[00:44.19] **********
[01:03.36] ଶାଶୁ ନଣନ୍ଦ ର କଥା କେତେ ଶୁଣିବି
[01:06.27] କାହୁଁ ପାଇଁ ସବୁ ଦିନେ ମରୁକି ଥିବି
[01:09.47] କାହୁଁ ପାଇଁ ସବୁ ଦିନେ ମରୁକି ଥିବୁ
[01:12.69] କାହୁଁ ପାଇଁ ସବୁ ଦିନେ ମରୁକି ଥିବୁ
[01:15.88] ଶାଶୁ ନଣନ୍ଦ ର କଥା କେତେ ଶୁଣିବି
[01:19.05] କାହୁଁ ପାଇଁ ସବୁ ଦିନେ ମରୁକି ଥିବି
[01:22.23] କାହୁଁ ପାଇଁ ସବୁ ଦିନେ ମରୁକି ଥିବୁ
[01:25.43] ଶାଶୁ ନଣନ୍ଦ ର କଥା, କେତେ ଶୁଣିବୁ
[01:28.36] କାହୁଁ ପାଇଁ ସବୁ ଦିନେ, ମରୁକି ଥିବୁ
[01:31.53] ମରିଯିବି ଚାହିଁ ଦେଲେ ଟ୍ରିଭଙ୍ଗି ଠାଣି ମୁଁ ଜମା ଯିବିନି..
[01:37.92] ଘାଟ ଜଗିଥିବ ବସି ନଟ ନାଗର
[01:40.83] ମୁଁ ଜମା ଯିବିନି ଜମା ଯିବିନି
[01:44.01] ଘାଟ ଜଗିଥିବ ବସି ନଟ ନାଗର ମୁଁ ଜମା ଯିବିନି,ତୁ ଜମା ଯିବୁନି
[01:50.67] **********
[02:03.43] ବାଟ ଘାଟ ଜମା ସିଏ କିଛି ଦେଖୁନି
[02:06.09] ବୁଝେଇଲେ ଜମା ସିଏ କିଛି ବୁଝୁନି
[02:09.60] ବୁଝେଇଲେ ଜମା ସିଏ କିଛି ବୁଝୁନି
[02:12.51] ବୁଝେଇଲେ ଜମା ସିଏ କିଛି ବୁଝୁନି
[02:15.98] ବାଟ ଘାଟ ଜମା ସିଏ କିଛି ଦେଖୁନି
[02:18.90] ବୁଝେଇଲେ ଜମା ସିଏ କିଛି ବୁଝୁନି
[02:22.09] ବୁଝେଇଲେ ଜମା ସିଏ କିଛି ବୁଝୁନି
[02:25.27] ବାଟ ଘାଟ ଜମା ସିଏ, କିଛି ଦେଖୁନି
[02:28.18] ବୁଝେଇଲେ ଜମା ସିଏ, କିଛି ବୁଝୁନି
[02:31.39] ଭାଙ୍ଗି ଦିଏ ମାଠିଆ ଲୋ ସେ ବେଣୁ ପାଣି ମୁଁ ଜମା ଯିବିନି..
[02:38.03] ଘାଟ ଜଗିଥିବ ବସି ନଟ ନାଗର
[02:40.96] ମୁଁ ଜମା ଯିବିନି ଜମା ଯିବିନି
[02:44.14] ଘାଟ ଜଗିଥିବ ବସି ନଟ ନାଗର ମୁଁ ଜମା ଯିବିନି..
[02:50.27] **********
[03:09.92] ଏମିତିକା ଚୋରା ସିଏ ମନ ଚୋରାଏ
[03:12.58] ମନ ସିନା ନିଏ ହେଲେ କନ୍ଦେଇ ଦିଏ
[03:15.78] ମନ ସିନା ନିଏ ହେଲେ କନ୍ଦେଇ ଦିଏ
[03:18.96] ମନ ସିନା ନିଏ ହେଲେ କନ୍ଦେଇ ଦିଏ
[03:22.15] ଏମିତିକା ଚୋରା ସିଏ ମନ ଚୋରାଏ
[03:25.60] ମନ ସିନା ନିଏ ହେଲେ କନ୍ଦେଇ ଦିଏ
[03:28.52] ମନ ସିନା ନିଏ ହେଲେ କନ୍ଦେଇ ଦିଏ
[03:31.70] ଏମିତିକା ଚୋରା ସିଏ ,ମନ ଚୋରାଏ
[03:34.36] ମନ ସିନା ନିଏ ହେଲେ, କନ୍ଦେଇ ଦିଏ
[03:37.84] ସବୁଦିନ ଲେଖୁଛି ସେ ନୂଆଁ କାହାଣୀ ମୁଁ ଜମା ଯିବିନି
[03:43.94] ଘାଟ ଜଗିଥିବ ବସି ନଟ ନାଗର
[03:47.18] ମୁଁ ଜମା ଯିବିନି ଜମା ଯିବିନି
[03:50.65] ଘାଟ ଜଗିଥିବ ବସି ନଟ ନାଗର ମୁଁ ଜମା ଯିବିନି !
