Lrc Player

Aare-Ghunchijare-Ajaa-Prafulla-Chandra

Unknown artist
[03:46.98]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:00.65] *-*-*-*-*

[00:22.70] ଆରେ ଘୁଞ୍ଚିଯା, ଆରେ ଘୁଞ୍ଚିଯା

[00:25.89] ଆରେ ଘୁଞ୍ଚିଯା ରେ ଅଜା ପଛକୁ

[00:29.88] ଦେଖିବି ମୁଁ ଟିକେ କାଳିଆ କୁ

[00:33.07] ଆଲୋ ହଟିଯା ଲୋ ଆଈ ପଛକୁ

[00:36.78] ଦେଖିବି ମୁଁ ଟିକେ ବଳିିଆ କୁ

[00:40.24] *-*-*-*-*

[00:54.05] ରତନ ବେଦିରେ ଦିଅ ଦେଖିନି

[00:57.25] ରତନ ବେଦିରେ ଦିଅ ଦେଖିନି

[01:00.69] ବେତ ପାହାର କେବେ ଖାଇନି

[01:04.14] ବେତ ପାହାର କେବେ ଖାଇନି

[01:07.61] ଧରେଇ ଦେ ଛଡା ତୁଳସୀ

[01:11.04] ନିଜେ ପାଇଁ ନେବି ଘର କୁ

[01:14.24] ଆରେ ହଟିଯା ରେ ଅଜା ପଛକୁ

[01:17.69] ଦେଖିବି ମୁଁ ଟିକେ ବଳିଆ କୁ

[01:20.92] *-*-*-*-*

[01:35.26] ଛୋଟ ପିଲା ମୁଁ ଭିଡ଼ ଭିତରେ

[01:38.44] ଛୋଟ ପିଲା ମୁଁ ଭିଡ଼ ଭିତରେ

[01:41.90] ଜାଗା ଖେଳୁଚିି ଲୁଚ କାଳୀରେ

[01:45.35] ଜାଗା ଖେଳୁଚିି ଲୁଚ କାଳୀରେ

[01:48.53] ନେଇଜାରେ ଟିକେ ପାଖକୁ

[01:52.03] କହିବି ମୁଁ ମନ କଥା କୁ

[01:55.22] ଆଲୋ ହଟିଯା ଲୋ ଆଈ ପଛକୁ

[01:58.95] ଦେଖିବି ମୁଁ ଟିକେ କାଳିଆ କୁ

[02:02.43] *-*-*-*-*

[02:16.25] ପାଠ ପଢ଼ା ରେ ନାହିଁ ମୋ ମନ

[02:19.70] ପାଠ ପଢ଼ା ରେ ନାହିଁ ମୋ ମନ

[02:22.90] ଆଖି ଖୋଜୁଚି ଚକା ନୟନ

[02:26.37] ଆଖି ଖୋଜୁଚି ଚକା ନୟନ

[02:29.83] ହାତ ଧରି ନିୟ ପାଖକୁ

[02:33.28] ଦେଖିବି ରେ ଟିକେ ଜାଗା କୁ

[02:36.47] ଆରେ ହଟିଯା ରେ ଅଜା ପଛକୁ

[02:40.19] ଦେଖିବି ମୁଁ ଟିକେ ବଳିଆ କୁ

[02:43.38] *-*-*-*-*

[02:57.45] ଘରୁ ଆଣିଚି ଗୋଟା ନଡିଆ

[03:00.90] ଘରୁ ଆଣିଚି ଗୋଟା ନଡିଆ

[03:04.10] ହାତେ ଦେବୀ ମୁଁ ନବ କାଳିଆ

[03:07.81] ହାତେ ଦେବୀ ମୁଁ ନବ କାଳିଆ

[03:11.00] ନବ ନାହିଁ ଯଦି ହାତରୁ

[03:14.45] ଯିବି ନାହିଁ ଜମା ଘରକୁ

[03:17.65] ଆରେ ହଟିଯା ରେ ଅଜା ପଛକୁ

[03:21.36] ଦେଖିବି ମୁଁ ଟିକେ ବଳିଆ କୁ

[03:24.54] ଆରେ ଘୁଞ୍ଚିଯା, ଆରେ ଘୁଞ୍ଚିଯା

[03:27.73] ଆରେ ଘୁଞ୍ଚିଯା ରେ ଅଜା ପଛକୁ

[03:31.72] ଦେଖିବି ମୁଁ ଟିକେ କାଳିଆ କୁ

[03:34.64] ଆଲୋ ହଟିଯା ଲୋ ଆଈ ପଛକୁ

[03:38.37] ଦେଖିବି ମୁଁ ଟିକେ ବଳିଆ କୁ !