Niti-Sapane-Aasuchhi-Anjali-Mishra
[00:00.05] *-*-*-*-*
[00:11.76] ହେ.ହେ.ହେ.ହେ.ହେ.ହେ. ହେହେ..
[00:17.35] ନୀତି ସପନେ ଆସୁଛି ହାଏ
[00:20.26] ହୋ..ଓ.ଓ.ଓ ହୋ..ଓ.ଓ.ଓ
[00:26.11] ନୀତି ସପନେ ଆସୁଛି ହାଏ ନନ୍ଦ ଲାଲା ଲୋ..
[00:31.97] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[00:37.55] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[00:43.94] *-*-*-*-*
[00:55.64] ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ
[01:07.34] ସିଏ ଏମିତିକା ଯାଦୁ ଜାଣେ
[01:09.46] ଟିକେ ଚାହିଁ ହେଇ ମନ କିଣେ
[01:12.64] ଖାଲି ହାତ ଠାରି ମୋତେ ଡାକେ
[01:15.57] ଏଣେ ଚାହୁଁ ଛନ୍ତି ଗୋପ ଲୋକେ
[01:19.02] ହୋ..ଓ.ଓ.ଓ ହୋ..ଓ.ଓ.ଓ..
[01:24.60] ସିଏ ଏମିତିକା ଯାଦୁ ଜାଣେ
[01:27.51] ଟିକେ ଚାହିଁ ହେଇ ମନ କିଣେ
[01:30.16] ଖାଲି ହାତ ଠାରି ମୋତେ ଡାକେ
[01:33.37] ଏଣେ ଚାହୁଁ ଛନ୍ତି ଗୋପ ଲୋକେ
[01:36.03] ଖାଲି ନିନ୍ଦରେ ଜାଲୁଛି ମତେ
[01:39.46] ନିନ୍ଦାରେ ଜାଲୁଛି ମତେ ନନ୍ଦ ଲାଲା ଲୋ..
[01:45.31] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[01:50.64] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[01:57.30] *-*-*-*-*
[02:09.00] ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ
[02:20.42] କିଏ ସିଖେଇଲା ତାକୁ ପ୍ରେମ
[02:22.79] ଭାରି ଅଝଟିଆ ମୋର ଶ୍ୟାମ
[02:25.74] ଲାଜ ସରମ କୁ ଛାଡ଼ି ଦେଲି
[02:28.94] କାହୁଁ ପଛେ ପଛେ ଚାଲି ଗଲି
[02:32.38] ହୋ..ଓ.ଓ.ଓ ହୋ..ଓ.ଓ.ଓ..
[02:37.70] କିଏ ସିଖେଇଲା ତାକୁ ପ୍ରେମ
[02:40.39] ଭାରି ଅଝଟିଆ ମୋର ଶ୍ୟାମ
[02:43.32] ଲାଜ ସରମ କୁ ଛାଡ଼ି ଦେଲି
[02:46.50] କାହୁଁ ପଛେ ପଛେ ଚାଲି ଗଲି
[02:49.42] ଭାରି ଚଗଲା ପ୍ରେମିକ ସିଏ
[02:52.61] ଚଗଲା ପ୍ରେମିକ ସିଏ ନନ୍ଦ ଲାଲା ଲୋ..
[02:58.45] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[03:04.03] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[03:10.41] *-*-*-*-*
[03:22.10] ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ
[03:33.51] ଏଡ଼େ ରସିକିଆ କଳା ଶଶି
[03:36.17] ରାତି ପାହିଗଲେ ପାଏ ବଂଶୀ
[03:39.09] ମାନ ମହତ ମୁଁ ଭୁଲି ଯାଏ
[03:42.01] ନୀତି କାହୁଁ ପାଖେ ଧାଇଁ ଯାଏ
[03:45.21] ହୋ..ଓ.ଓ.ଓ ହୋ..ଓ.ଓ.ଓ..
[03:51.07] ଏଡ଼େ ରସିକିଆ କଳା ଶଶି
[03:53.74] ରାତି ପାହିଗଲେ ପାଏ ବଂଶୀ
[03:56.65] ମାନ ମହତ ମୁଁ ଭୁଲି ଯାଏ
[03:59.86] ନୀତି କାହୁଁ ପାଖେ ଧାଇଁ ଯାଏ
[04:02.52] ଭାରି ନଟିଆ ରସିକ ସିଏ
[04:05.71] ନଟିଆ ରସିକ ସିଏ ନନ୍ଦ ଲାଲା ଲୋ..
[04:11.29] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[04:17.13] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[04:23.23] *-*-*-*-*
[04:35.17] ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ.ହେ
[04:46.85] ତାକୁ ନଦେଖିଲେ ମାନ ଝୁରେ
[04:49.25] ତାକୁ ଦେଖିଦେଲେ ଝୁଣ୍ଟି ପଡ଼େ
[04:52.44] ସିଏ ଏମିତିକା ଜହ୍ନ ଟିଏ
[04:54.83] ହାଏ ଦିନ ରାତି ହସୁ ଥାଏ
[04:58.57] ହୋ..ଓ.ଓ.ଓ ହୋ..ଓ.ଓ.ଓ..
[05:04.15] ତାକୁ ନଦେଖିଲେ ମାନ ଝୁରେ
[05:06.83] ତାକୁ ଦେଖିଦେଲେ ଝୁଣ୍ଟି ପଡ଼େ
[05:09.75] ସିଏ ଏମିତିକା ଜହ୍ନ ଟିଏ
[05:12.92] ହାଏ ଦିନ ରାତି ହସୁ ଥାଏ
[05:15.59] କେଡେ ନାଟିଆ ନାଗର ସିଏ
[05:18.81] ନାଟିଆ ନାଗର ସିଏ ନନ୍ଦ ଲାଲା ଲୋ..
[05:24.65] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[05:30.24] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[05:36.37] ନୀତି ସପନେ ଆସୁଛି ହାଏ ନନ୍ଦ ଲାଲା ଲୋ..
[05:42.21] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ..
[05:47.79] ତାର ପ୍ରେମରେ ମାନ ମହତ ସବୁ ଗଲାଲୋ.. ହେହେ.!
