Kemiti Bhulibi Se Abhula Dina | Hrudaya Hina | Off
[00:08.61] ଓ ଓ ଓ....ଓ ଓ ଓ....
[00:17.36] ଓ ଓ ଓ....ଓ ଓ ଓ....
[00:26.11] କେମିତି ଭୁଲିବି ସେ ଅଭୁଲା ଦିନ
[00:30.37] ତୋ ହୃଦୟ ରେ ଦିନେ ଥିଲା ମୋ ପାଇଁ ପ୍ରେମ
[00:36.33] ଦିନେ ନ ଦେଖିଲେ ମତେ କାନ୍ଦୁଥିଲୁ ତୁ
[00:38.88] ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
[00:43.62] କେମିତି ଭୁଲିବି ସେ ଅଭୁଲା ଦିନ
[00:47.61] ତୋ ହୃଦୟ ରେ ଦିନେ ଥିଲା ମୋ ପାଇଁ ପ୍ରେମ
[00:52.11] ଦିନେ ନ ଦେଖିଲେ ମତେ କାନ୍ଦୁଥିଲୁ ତୁ
[00:56.10] ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
[01:00.84] ମୋ ଭଲ ପାଇବାର ଥିଲା କୋଉଠି ଉଣା
[01:05.10] ତୋ ହୃଦୟ ରେ ଭରିଗଲା ମୋ ପାଇଁ ଘୃଣା
[01:09.58] ତୁ ଆଉକାହା ହାତଧରି ଚାଲିବୁ ବୋଲି
[01:13.87] ମୋ ମନ କୁ ଭାବିଦେଲୁ ମାଟି ଖେଳନା
[01:18.12] ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
[01:22.61] ମୋ ଛାତି ଚିରି ମନ ନେଇ କରିଲୁ ଚୁନା
[01:26.86] ତୋ ହୃଦୟ କୁ ମନ୍ଦିର ଟେ ଭାବିଥିଲି ମୁଁ
[01:31.41] ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
[01:35.86] ଓ ଓ ଓ....ଓ ଓ ଓ....
[01:44.61] ଓ ଓ ଓ....ଓ ଓ ଓ....
[02:01.61] ଏ ଦୁନିଆ କୁ ଭୁଲି ତତେ ଭଲ ପାଇଲି
[02:06.11] ତୁ ଏମିତି ବଦଳି ଯିବୁ ଭାବି ନ ଥିଲି
[02:10.61] ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
[02:15.11] ତୁ ଅଧା ବାଟେ ଏକାକରି ଗଲୁ ଲୋ ଚାଲି
[02:19.37] ଏ ଦୁନିଆ କୁ ଭୁଲି ତତେ ଭଲ ପାଇଲି
[02:23.86] ତୁ ଏମିତି ବଦଳି ଯିବୁ ଭାବି ନ ଥିଲି
[02:28.13] ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
[02:32.34] ତୁ ଅଧା ବାଟେ ଏକାକରି ଗଲୁ ଲୋ ଚାଲି
[02:36.62] ତୁ ଏତେ ବେଇମାନୀ ପ୍ରିୟା କେମିତି ହେଲୁ
[02:40.87] ତୋ ସ୍ୱାର୍ଥ ସରିଗଲା ବୋଲି ଭୁଲି ତୁ ଗଲୁ
[02:45.61] ତୁ ନୂଆ ସାଥି ଟିଏ ପାଇ ହସୁଛୁ ସିନା
[02:49.62] ମୁଁ ଜଳୁଛି ଏକା ଏକା ଆଜି ତୋ ବିନା
[02:54.12] ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
[02:58.61] ମୋ ଛାତି ଚିରି ମନ ନେଇ କରିଲୁ ଚୁନା
[03:03.12] ତୋ ହୃଦୟ କୁ ମନ୍ଦିର ଟେ ଭାବିଥିଲି ମୁଁ
[03:07.36] ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
[03:12.11] ଓ ଓ ଓ....ଓ ଓ ଓ....
[03:20.36] ଓ ଓ ଓ....ଓ ଓ ଓ....
[03:37.61] ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ଶାରୀ
[03:42.11] ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
[03:46.86] ମୁଁ ତତେ ନେଇ ଦେଖିଥିଲି କେତେ ସପନ
[03:51.11] ମୁଁ ଜୀଇ ଥାଉ ଥାଉ ମୋର ନେଲୁ ଜୀବନ
[03:55.39] ମୋ ମନ ପଞ୍ଜୁରୀରେ ଥିଲୁ ତୁ ସୁନା ଶାରୀ
[03:59.62] ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
[04:04.12] ମୁଁ ତତେ ନେଇ ଦେଖିଥିଲି କେତେ ସପନ
[04:08.36] ମୁଁ ଜୀଇ ଥାଉ ଥାଉ ମୋର ନେଲୁ ଜୀବନ
[04:12.61] ତୋ ବାହାନା କୁ ପ୍ରେମ ଭାବି ଭରଷା କଲି
[04:17.13] ତୁ ଏମିତି ମିଛେଇ ବୋଲି ଜାଣି ନ ଥିଲି
[04:21.86] ମୁଁ କେମିତି ବଞ୍ଚିବି ଆଜି କହ ତୋ ବିନା
[04:25.86] ତୁ ଦେଲୁ ଏମିତି ଦୁଃଖ ସହି ହୁଏନା
[04:30.11] ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
[04:34.62] ମୋ ଛାତି ଚିରି ମନ ନେଇ କରିଲୁ ଚୁନା
[04:39.11] ତୋ ହୃଦୟ କୁ ମନ୍ଦିର ଟେ ଭାବିଥିଲି ମୁଁ
[04:43.37] ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା
[04:47.91] ଓ ଓ ଓ....ଓ ଓ ଓ....
[04:56.61] ଓ ଓ ଓ....ଓ ଓ ଓ....
