Lrc Player

ମୁଁ ତତେ ଭଲ ପାଏ କି

Unknown artist
[03:26.55]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:10.36] ତୁ ଥିଲେ ସାମ୍ନାରେ ମୋ ଚାରିପଟରେ

[00:14.36] ଆଉ କିଏ ଅଛି ବୋଲି ଆଜିକାଲି

[00:17.80] ଭୁଲିଯାଏ ମୁଁ

[00:20.21] ତୁ ମତେ ଡାକିଲେ କୁଆଡେ ନବୁରେ

[00:24.99] ନପଚାରି ତୋ ସାଥ୍‌ରେ

[00:27.12] ଚାଲିଯାଏ ମୁଁ

[00:30.86] ଚତୁର

[00:33.26] ଚାଲିଗଲେ ଦୂରେ ଭଲଲାଗେନିରେ

[00:33.53] ତୋ କଥା ଏତେ ବେଶୀ ଭଲଲାଗେ କାହିଁରେ

[00:39.90] ମୁ ତତେ ହଁ ତତେ ହଁ ତତେ ଭଲପାଏ କି

[00:48.92] ମୁ ତତେ ହଁ ତତେ ହଁ ତତେ ଭଲପାଏ କି

[01:27.48] ଘରୁ ବାହାରିଲେ ତୋ ଗଳି ଆଡେ

[01:31.72] ଚାଲିଯାଏ ମୁ ଯେ ଅନ୍ୟମନସ୍କରେ

[01:37.05] କେହିଜଣେ ଆସି ମୋ ନା ପଚାରି

[01:41.04] ନା ତୋର କହେ ଅନ୍ୟମନସ୍କରେ

[01:45.55] ଅନ୍ୟମନସ୍କରେ ତୋ କଥା ଭାବିଲେ

[01:50.89] ସେ ଭାବନା ଲମ୍ବଲମ୍ବି ଯାଉଥାଏ କାହିଁ

[01:55.15] ମୁ ତତେ ହଁ ତତେ ହଁ ତତେ ଭଲପାଏ କି

[02:03.64] ମୁ ତତେ ହଁ ତତେ ହଁ ତତେ ଭଲପାଏ କି

[02:33.94] ସକାଳୁ ଉଠି ଆଇନା ଆଗରେ

[02:37.41] ତୋ କଥା ହୁଏ ଭାବପ୍ରବଣରେ

[02:42.21] କହିବାକୁ ଯାହା ଭାବିଥାଏ ତତେ

[02:46.99] ଦେଖା ହେଲେ ଭାବପ୍ରବଣରେ

[02:51.78] ତୋର ମୋର କଥା ଭାବପ୍ରବଣତା

[02:56.28] ଆଜିକାଲି ଏତେ କାହିଁ ମିଶିଯାଏ କି

[03:00.82] ମୁ ତତେ ହଁ ତତେ ହଁ ତତେ ଭଲପାଏ କି

[03:09.85] ମୁ ତତେ ହଁ ତତେ ହଁ ତତେ ଭଲପାଏ କି