Lrc Player

JhalaMala(MP3_320K)

Unknown artist
[03:43.08]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:04.02] ଝଲମଲ

[00:12.57] ଝଲମଲ

[00:34.36] ତୋ ପତଲି କମର୍ ଦେଖି ରେ

[00:36.25] ମୁଁ ହେଲି ପାଗଲ

[00:38.90] ତୋ ପତଲି କମର୍ ଦେଖି ରେ

[00:41.02] ମୁଁ ହେଲି ପାଗଲ

[00:43.14] ମୁଁ ହେଲି ପାଗଲ

[00:45.00] ଝଲମଲ ଆଖି ହେଲା ଝଲମଲ

[00:48.99] ଝଲମଲ ଆଖି ହେଲା ଝଲମଲ

[00:57.49] ତୋ ହିରୋ ୱାଲା ଲୁକ୍ ଦେଖି ରେ

[00:59.61] ମୁଁ ହେଲି ଘାୟଲ

[01:01.74] ତୋ ହିରୋ ୱାଲା ଲୁକ୍ ଦେଖି ରେ

[01:03.86] ମୁଁ ହେଲି ଘାୟଲ

[01:06.25] ହେଲି ଘାୟଲ

[01:08.37] ଝଲମଲ ଆଖି ହେଲା ଝଲମଲ

[01:12.10] ଝଲମଲ ଆଖି ହେଲା ଝଲମଲ

[01:43.97] ଆଲୋ ମୋ ନଖରା ବାଲି

[01:45.83] ହାଏ ରୂପ ତୋର ସଜ ମଲ୍ଲି

[01:48.22] କି ଯାଦୁ

[01:49.28] କଲୁ ତୁ ଦିୱାନା ହେଲି ହାଁ

[01:56.20] ହାଏ ହାଏ

[01:56.99] ଭଲ ତୁ ଲାଗିଲୁ ବୋଲି

[01:59.11] ହାଏ ତୋ ପାଇଁ ସଜେଇ ହେଲି

[02:00.97] ତୋ ପାଖେ

[02:02.03] ନିଜକୁ ହଜେଇ ଦେଲି

[02:05.25] ମୋ ନଜର ଚୋରେଇ ନେଲା

[02:07.10] ହାଏ ତୋ ପାୟଲ

[02:09.23] ମୋ ନଜର ଚୋରେଇ ନେଲା

[02:11.08] ହାଏ ତୋ ପାୟଲ

[02:13.74] ତୋ ପାୟଲ

[02:15.33] ଝଲମଲ

[02:16.67] ଝଲମଲ ଆଖି ହେଲା ଝଲମଲ

[02:19.89] ଝଲମଲ ଆଖି ହେଲା ଝଲମଲ

[02:50.99] ଏ ଚଗଲି ମନକୁ ମୋର

[02:53.38] କାଳେ ନେଇ ଯିବ ଆସି ଚୋର

[02:55.77] ଲୁଚେଇ ରଖିଛି ଲାଗୁଚି ଡର

[03:03.74] ଆଲୋ ମୋ ସରମି ଲତା

[03:05.87] ଥରେ ବୁଝିଯା ମୋ ମନ କଥା

[03:09.31] ଥରୁଟେ ତୋ ମନ ମତେ ଦେଇ ଥା

[03:12.24] ଯେବେ ବୁଝି ଗଲି ତୋ ଇସାରା

[03:14.10] ମୋତେ ଲାଗିଲା ଭଲ

[03:16.24] ଯେବେ ବୁଝି ଗଲି ତୋ ଇସାରା

[03:18.37] ମୋତେ ଲାଗିଲା ଭଲ

[03:20.77] ଲାଗିଲା ଭଲ

[03:22.89] ଝଲମଲ

[03:24.22] ଆଖି ହେଲା ଝଲମଲ

[03:27.15] ଝଲମଲ ଆଖି ହେଲା ଝଲମଲ

[03:31.14] ଝଲମଲ

[03:32.46] ଆଖି ହେଲା ଝଲମଲ

[03:35.64] ଝଲମଲ ଆଖି ହେଲା ଝଲମଲ