Lrc Player

Sisu Besare Jisu Raja

Salman Paul
[05:31.25]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:00.40] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[00:14.21] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[01:03.35] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[01:09.99] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[01:23.27] ହୋ....ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[01:29.64] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[01:37.08] ଭାବବାଣୀ ଯାହା ପୁରଣ କଲେ

[01:40.27] ଖୁସିର ସମ୍ବାଦ ସଭିଙ୍କୁ ଦେଲେ

[01:43.46] ଭାବବାଣୀ ଯାହା ପୁରଣ କଲେ

[01:46.91] ଖୁସିର ସମ୍ବାଦ ସଭିଙ୍କୁ ଦେଲେ

[01:53.29] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[01:59.40] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[02:07.89] MUSIC

[02:37.91] ସେ ଶିଶୁ ଆଜି ସଭିଙ୍କର ପାଇଁ ଆଶା ଭରା ଆଲୋକ ହେଲା

[02:44.82] ସେ ଶିଶୁ ଯୀଶୁ ଅଶାନ୍ତିର ପ୍ରାଣେ ଶାନ୍ତିର ଖବର ଦେଲା

[02:57.57] ହୋ...ସେ ଶିଶୁ ଆଜି କଳୁଷିତ ଲବ ଆସି ସଂଚାରି ଦେଲା

[03:04.47] ସେ ଶିଶୁ ଯୀଶୁ ଦୁଃଖିର ଜୀବନେ ସାନ୍ତନାର ବାରତା ହେଲା...

[03:11.11] ପରିତ୍ରାଣ ଭାବେ ଉଦିତ ହେଲେ

[03:14.57] ପାପିର ଯାତନା ଦୁରସେ କଲେ

[03:17.76] ପରିତ୍ରାଣ ଭାବେ ଉଦିତ ହେଲେ

[03:21.21] ପାପିର ଯାତନା ଦୁରସେ କଲେ

[03:27.32] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[03:33.96] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[03:42.20] MUSIC

[04:12.21] ସେ ଶିଶୁ ଜନ୍ମି ମୁକତି କର୍ତାର ଅପେକ୍ଷା କୁ ଶେଷ କରିଲା

[04:18.85] ସେ ଶିଶୁ ପାଇଁ ଅନୁଗ୍ରହ ଯୁଗ ଆଜିଠୁ ଆରମ୍ଭ ହେଲା

[04:36.38] ହୋ...ସେ ଶିଶୁ ଜନ୍ମି ବିନଷ୍ଟ ହେବାର ଡର ଭୟ ଦୂର କରିଲା

[04:39.03] ସେ ଶିଶୁ ଆଜି ପାପୀର ଜୀବନେ ଉଦ୍ଧାରର ପଥ ଖଲିଲା

[04:45.68] ମନୁଷ୍ୟର ମଧ୍ୟେ ପ୍ରଭୁ ଜନ୍ମିଲେ

[04:48.86] ଖୁସିର ଜୁଆର ଜଗତେ ଦେଲେ

[04:52.32] ମନୁଷ୍ୟର ମଧ୍ୟେ ପ୍ରଭୁ ଜନ୍ମିଲେ

[04:55.50] ଖୁସିର ଜୁଆର ଜଗତେ ଦେଲେ

[05:01.61] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[05:08.25] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[05:14.89] ଶିଶୁ ବେଶରେ ଯୀଶୁ ରାଜା ଜନମିଲେ ଜନମିଲେ....

[05:21.53] ଧୋରା ବୁକୁରେ ମହାନନ୍ଦ ଆଣିଦେଲେ ଆଣିଦେଲେ...

[05:30.30] ଧନ୍ୟବାଦ

[00:00.00] Chandu Mallik