He Mangalamaya Human Sagar
[00:01.62] CREATED by Chandu Mallik
[00:03.23] Singer - Human Sagar
[00:05.07] ଆ ଆ ଆ
[00:36.43] ହେ ମଙ୍ଗଳମୟ ଯୀଶୁ ରାଜନ
[00:45.18] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
[00:55.28] ହେ ମଙ୍ଗଳମୟ ଯୀଶୁ ରାଜନ
[01:04.59] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
[01:13.87] ତୁମ ଆରାଧନା କରିବାକୁ ଏଇ ମନ ମୋର ନୀତି ଜାଗୁ
[01:23.44] ତୁମରି ସ୍ତୁତି କରିବା ପାଇଁ ରହୁ ମୋ ପ୍ରାଣ ବାୟୁ
[01:34.86] ହେ ମଙ୍ଗଳ ମୟ ଯୀଶୁ ରାଜନ...
[01:43.35] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
[02:40.74] 1-ଜିହୋବାଜିରୀ ଈଶ୍ୱର
[02:45.52] ଆହେ ପ୍ରଭୁ କୃପାମୟ
[02:50.03] ଧନ୍ୟହେଉ ଏ ଛାର ଜୀବନ
[02:54.83] ଗାଈ ତୁମ ଜୟଗାନ
[03:04.11] ତୁମେ ସ୍ୱୟଂମ୍ଭୁ ଈଶ୍ୱର
[03:08.63] ସ୍ଵଗୌରବେ ପରିପୂର୍ଣ୍ଣ
[03:13.14] ଭକତି ଭରେ ତୁମ ଚରଣେ
[03:17.94] ବିତିଯାଉ ମୋ ଜୀବନ
[03:23.23] ନେବଲ ଝଙ୍କାରେ ଉଚ୍ଚ କରତାଳେ
[03:27.22] ଗାଉଥିବି ତୁମ ନାମ
[03:32.00] ବୀଣା ର ତାନରେ ସୁମଧୁର ସ୍ଵରେ
[03:36.79] ଭଜୁଥିବି ନୀତି ଦିନ
[03:43.17] ହେ ମଙ୍ଗଳ ମୟ ଯୀଶୁ ରାଜନ
[03:51.92] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ...
[04:49.03] 2-କାଲବରୀ ଚୂଳେ ହେଲ ବଳୀକୃତ
[04:53.82] ହେ ଯୀଶୁ ପ୍ରେମମୟ
[04:58.59] କ୍ଷମାକଲ ପ୍ରଭୁ ପାପ ଯେତେ ମୋର
[05:03.10] ହେ ଯୀଶୁ ଦୟାମୟ
[05:12.41] କଳୁଷ ଅନ୍ତରେ ଅନୁତାପ ନୀରେ
[05:16.94] ଆସିଛି ଦୁଆରେ ତୁମ
[05:21.98] ପବିତ୍ର ରକତେ ଧୋଇଦେଇ ପ୍ରଭୁ
[05:26.48] ଶୁଚି କର ମୋ ଜୀବନ
[05:31.26] ଅନ୍ତରେ ମୋହର ଭରିଦିଅ ଆଜି
[05:35.78] ପବିତ୍ର ଆତ୍ମାଙ୍କ ଦାନ
[05:40.56] ଉଛୁଳି ଉଠୁ ଏ ମରୁ ଜୀବନ
[05:45.34] ପାଇ ତୁମ ଦରଶନ
[05:51.71] ହେ ମଙ୍ଗଳମୟ ଯୀଶୁ ରାଜନ
[06:00.74] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
[06:10.32] ହେ ମଙ୍ଗଳମୟ ଯୀଶୁ ରାଜନ
[06:19.86] ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
[06:29.96] Thank You
