Lrc Player

Jisunkara Agamana Humane Sagar

Human Sgar
[06:32.25]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:01.25] ଆ...... ଆ..... ଆ.....

[00:24.36] Praise The Lord

[00:48.53] ଆଗମନ ବେଳ ପାଖେଇ ଆସିଲା

[00:53.33] ଯୁଗଶେଷ ଦିନ ସନ୍ନିକଟ ହେଲା

[00:57.83] ଆଗମନ ବେଳ ପାଖେଇ ଆସିଲା

[01:02.09] ଯୁଗଶେଷ ଦିନ ସନ୍ନିକଟ ହେଲା

[01:07.13] ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା

[01:15.62] ହ...ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା

[01:23.06] ସ୍ଥାନେ ସ୍ଥାନେ ଦେଖ ଭୂମିକମ୍ପ ହେଲା

[01:29.18] ସ୍ଥାନେ ସ୍ଥାନେ ଦେଖ ଭୂମିକମ୍ପ ହେଲା

[01:33.69] ଯୁଗ ଶେଷ ଲକ୍ଷଣ ସବୁ ଦେଖାଗଲା

[01:38.20] ସବୁ ଦେଖାଗଲା

[01:42.72] ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା

[01:51.22] ହ...ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା

[01:58.65] Music

[02:16.46] ପ୍ରସ୍ତୁତ ଅଛୁକି

[02:22.83] ହେ ମାନବ ଜାତି

[02:28.95] ପାଇଚୁକି ଆମେ

[02:35.59] ପାପରୁ ମୁକତି

[02:40.89] ଦେଖ ଆସୁଅଛି

[02:46.20] ଭୟଙ୍କର ବିପତ୍ତି

[02:52.85] ପାପୀ ପାଇଁ ନିଶ୍ଚେ

[02:57.62] ମହାକ୍ଲେଶ ଅଛି

[03:02.66] Praise The Lord

[03:15.95] ପ୍ରସ୍ତୁତ ଅଛୁକି ହେ ମାନବ ଜାତି

[03:20.48] ପାଇଚୁକି ଆମେ ପାପରୁ ମୁକତି

[03:24.72] ଦେଖ ଆସୁଅଛି ଭୟଙ୍କର ବିପତ୍ତି

[03:29.24] ପାପୀ ପାଇଁ ନିଶ୍ଚେ ମହାକ୍ଲେଶ ଅଛି

[03:33.75] ଆ...... ଆ..... ଆ.....

[03:42.51] କିନ୍ତୁ ଯିଏ ଯୀଶୁ ପାଶେ ମନ ଦେଲା

[03:46.50] ଜଗତରେ ପରିତ୍ରାଣ ଯେ ଲଭିଲା

[03:51.54] ଅନନ୍ତ ନରକୁ ନିଶ୍ଚେ ବନ୍ଧୁ ରକ୍ଷା ସେ ପାଇଲା

[04:00.06] ହ...ଅନନ୍ତ ନରକୁ ନିଶ୍ଚେ ବନ୍ଧୁ ରକ୍ଷା ସେ ପାଇଲା

[04:07.49] Music

[04:25.81] ସମୟ ଗଲାଣି

[04:30.33] ଅନୁଗ୍ରହ ର ଧାଇଁ

[04:38.03] ପରିତ୍ରାଣ କିନ୍ତୁ

[04:43.87] ଆମ ହୋଇ ନାହିଁ

[04:50.00] ଭାବ କି ମନରେ

[04:55.56] ଆଗମନ ହେବ ନାହିଁ

[05:02.20] ଯୀଶୁଙ୍କ ଆଗମନ

[05:07.79] ନିଶ୍ଚିତ ଅଟଇ

[05:24.78] ସମୟ ଗଲାଣି ଅନୁଗ୍ରହ ର ଧାଇଁ

[05:29.30] ପରିତ୍ରାଣ କିନ୍ତୁ ଆମ ହୋଇ ନାହିଁ

[05:33.81] ଭାବ କି ମନରେ ଆଗମନ ହେବ ନାହିଁ

[05:38.07] ଯୀଶୁଙ୍କ ଆଗମନ ନିଶ୍ଚିତ ଅଟଇ

[05:42.58] ଆ...... ଆ..... ଆ.....

[05:51.36] ପିତାଙ୍କ ଇଛା ସାଧନ ଯିଏ କଲା

[05:55.33] ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରିଲା

[06:00.64] ସ୍ବର୍ଗରାଜ୍ଯେ ତାହାଙ୍କର ସ୍ଥାନ ନିଶ୍ଚିତ ହୋଇଲା

[06:09.15] ହ...ସ୍ବର୍ଗରାଜ୍ଯେ ତାହାଙ୍କର ସ୍ଥାନ ନିଶ୍ଚିତ ହୋଇଲା

[06:16.04] ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା

[06:22.97] ହ...ଯୀଶୁଙ୍କର ଆଗମନ ବେଳ ପାଖେଇ ଆସିଲା