Lrc Player

Manara aaina

Mercy sunila rout
[05:36.38]·
This lyric sheet isn't paired with a song yet, so lines are shown but won't sync or seek.

[00:26.75] ମନର ଅଇନା ଦେଖାଇଲ

[00:33.13] ମୋ..... ତେ

[00:35.78] ମୋର ପାପ ଆଉ ପୁଣ୍ୟ

[00:40.05] ଆଜି ମୁଁ ଦେଖିଲି ତୁମ ବିନା ପ୍ରଭୁ

[00:50.69] ଆଜି ମୁଁ ଦେଖିଲି ତୁମ ବିନା ପ୍ରଭୁ

[01:00.53] କିଛି ନାହିଁ ସବୁ ଶୂନ୍ୟ

[01:07.69] ମନର ଅଇନା

[01:14.89] ମନର ଅଇନା......

[01:49.95] ପ୍ରେମରେ ଆଙ୍କିଲ ହାତରେ ତୁମର

[01:58.46] ପାପ ଚିହ୍ନ ଯେତେ ମୋର

[02:04.83] ମଥାରେ ସଜାଇ କଣ୍ଟାର ମୁକୁଟ

[02:15.20] ମରଣକୁ ବରି ନେଲ

[02:21.30] ଆଜି ମୁଁ ଜାଣିଲି କରି ନାହିଁ କେହି

[02:32.48] ଆଜି ମୁଁ ଜାଣିଲି କରି ନାହିଁ କେହି

[02:42.31] ତୁମ ପରି ଏତେ ପ୍ରେମ

[02:48.17] ମନର ଅଇନା

[02:56.13] ମନର ଅଇନା......

[03:30.13] କ୍ଷମାରେ ଭରିଲ ଏ ଜୀବନ ମୋର

[03:39.19] କରିଲନି କେବେ ଦୂର

[03:45.29] ଝୁଣ୍ଟିବା ଆଗରୁ ଧରିଲ ମୋ ହାତ

[03:54.32] ବଞ୍ଚିବାର ମାନେ ଦେଲ

[04:03.10] ଆଜି ମୁଁ ପାଇଲି ଏମିତିକା ସାଥୀ

[04:12.95] ଆଜି ମୁଁ ପାଇଲି ଏମିତିକା ସାଥୀ

[04:23.04] ପ୍ରଭୁ ତୁମେ ଅନୁପମ

[04:32.09] ମନର ଅଇନା ଦେଖାଇଲ

[04:38.20] ମୋ..... ତେ

[04:41.91] ମୋର ପାପ ଆଉ ପୁଣ୍ୟ

[04:48.02] ଆଜି ମୁଁ ଦେଖିଲି ତୁମ ବିନା ପ୍ରଭୁ

[04:53.60] ଆଜି ମୁଁ ଦେଖିଲି ତୁମ ବିନା ପ୍ରଭୁ

[05:06.35] କିଛି ନାହିଁ ସବୁ ଶୂନ୍ୟ

[05:12.19] ମନର ଅଇନା......