Lrc Player

Alta Makhi

Pankaj Tandi, Pratham Kumbhar, Kiran Dash
[03:57.01]·
This lyric sheet isn't paired with a song yet, so lines are shown but won't sync or seek.

[00:37.75] ଏ, ଲାଲ୍ ଜର-ଜର ଅଳତା ମାଖି

[00:39.76] ଯାଉଛ ଗୋରୀ କେନକେ ବୁଲି?

[00:41.50] କେତେ ତମେ style ମାରୁଛ?

[00:43.75] ଏ ନନୀ ତମେ କେତେ ଧନ style ମାରୁଛ?

[00:48.50] ଲାଲ୍ ଜର-ଜର ହୋଠ୍ କେ କରି

[00:50.25] ମୁଁହକେ ତମେ ସଜେଇ କରି

[00:52.00] କେତେ ଧନ style ମାରୁଛ?

[00:54.50] ଏ ନନୀ ତମେ କେତେ ଧନ style ମାରୁଛ?

[00:59.15] ଆଖିଥି ତୋର୍ କଜଲ୍ ମାଖି

[01:00.90] ତିର୍ଛି ନଜର୍ ତମେ ମାରି

[01:02.65] ପିଲାକେ ତମେ ଘାୟଲ କରୁଛ

[01:05.15] ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

[01:09.15] ହେ, ତୋର୍ ଚାହାଣି ଲୁଭ-ଲୁଭାନି,

[01:11.40] ସଭେ କହେସନ୍ ବଢିଆ

[01:13.15] ଝୁମେଇଦେଲା ମୋର୍ ମନକେ

[01:14.90] ସମ୍ବଲପୁରୀ ଗୁରିଆ

[01:16.40] ମଲ୍-ମଲିଆ ରସିଆ ପିଲା

[01:18.40] ଦିଲ୍ କେ ସତେ ଘାୟଲ କଲା

[01:20.15] ନାଇ ଦେଖାନ ପ୍ରେମ୍ ଲିଲା

[01:21.90] ମୁଇଁ ଆଏ ନନୀ ଭୋଲିଭାଲି ରେ

[01:40.65] ଦିନକେ ଥରେ

[01:42.65] ତତେ ନାଇ ଦେଖିଲେ ମନ୍ ନାଇ ଭରେ

[01:45.90] ତୋର beautiness ମତେ ମାରି ଦେଲାରେ

[01:49.40] ମୁଇଁ ଝୁରିମଲି, ଝୁରିମଲି

[01:51.65] ତୋର ଚେହେରା ଖାଲି ଖାଲି ହାଏ

[01:54.65] ମନର୍ ମଇନା

[01:56.65] ତତେ ଦେଖିଲା ଦିନୁ ଉଡିଗଲା चैना

[01:59.99] ଏତେ ସୁନ୍ଦରୀ କେନ୍ତା ହେଲୁ

[02:01.68] जाने-ए-जानाँ?

[02:03.67] ମତେ ପାଗଳ କଲୁ, ରସେଇଦେଲୁ

[02:05.68] ଜାନି-ଜାନି କରି ଫସେଇଦେଲୁ, ହାଏ

[02:08.92] ଏ ମୋର କଅଁଲି ଖରାର୍ ଦିନ ବିଲିଆ

[02:10.92] ଚମକି ଯାଉଛ ଗୁରା-ଗୁରା

[02:12.67] ମତେ ତମେ ବଝା କରୁଛ

[02:14.93] ହାଏ ଧାଙ୍ଗିରି, ମତେ ତମେ ବଝା କରୁଛ

[02:34.95] ହେ ଜାନି-ଜାନି ତୁମେ ଗୁଟେ ଅୱାର ରସିଆ ପିଲା

[02:38.70] ତୁମର ମିଠା-ମିଠା କଥା କେନ୍ତ ଫସେଇଦେଲା

[02:42.20] ମୁଇଁ ହେଲିନ ତୋର दीवानी, ତୁଇ दीवाना

[02:48.96] ହେ, ତତେ ଭଲ୍ ପାଉଛେଁ ମୁଇଁ, କାହାର୍ ନାଏ परवाहना

[02:52.70] ତୋର ହେଇଗଲେ ଡେଖିଥିବ ଏ जमाना

[02:56.20] ଲଗେଇଦେଲୁ କାଏଁ ମହନି?

[02:58.95] ତୁଇ ମୋର୍ ପ୍ରେମ୍ दीवानी

[03:02.90] ଏ ମୋର୍ ସୁନ୍ଦୁରୀ ବେଲ (ହେ)

[03:06.64] ଏ ମୋର୍ ସୁନ୍ଦୁରୀ ବେଲ तड़पेई କରି

[03:08.64] ମତେ ତମେ କହିଦେଲ

[03:10.39] ମତେ ତମେ ଭଲ୍ ପାଉଛ

[03:12.64] ଏ, ସତେ ନନୀ, ମତେ ଭଲ୍ ପାଉଛ

[03:17.53] ଆଖିଥି ତୋର୍ କଜଲ୍ ମାଖି

[03:19.28] ତିର୍ଛି ନଜର୍ ତମେ ମାରି

[03:20.78] ପିଲାକେ ତମେ ଘାୟଲ କରୁଛ

[03:23.29] ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

[03:28.04] ଇ ପିଲକେ ଘାୟଲ କରୁଛ

[03:30.29] ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ