Ethara Fagune-(Odiagan.com)
[00:40.30] ହାଏ ମଖମଲ୍ଲୀ ହସ ତୋର ଦେଖିଦେଲେ ମୁଁ ଥରେ
[00:45.35] ଜିତୁଥୁବା ବାଜିକୁ ମୁ ତୋ ପାଖରେ ହାରେ
[00:54.65] ହାଏ ତୋ ଠାରୁ ନିଜର ମୋ କିଏ ଆଉ ଅଛି
[00:59.69] ଭଲ ଠାରୁ ଅଧିକ ମୁଁ ତୋତେ ଭଲ ପାଉଛି
[01:05.01] ସବୁଥର ପରି ଏଥର ଫଗୁଣ
[01:09.52] ଛୁଇଁବାକୁ ତୋତେ ପକେଇଛି ରାଣ
[01:14.04] ତୁ ମୋତେ ଭଲପାଉ ବୋଲି କହି ଯା
[01:21.48] ଏଥର ଫଗୁଣେ ବଜେଇବି ବାଜା ଥରୁଟେ ତୁ ମୋତେ ଭଲପାଇ ଯା
[01:30.78] ଏଥର ଫଗୁଣେ ବଜେଇକି ବାଜା ମୋତେ ତୋ ନିଜର କରିନେଇ ଯା
[02:04.52] ମୋ ଗାଁ ଦାଣ୍ଡରେ ଯେବେ ଦେଖେ ମୁଁ ତୋତେ ରେ
[02:09.35] ଚାହିଁଲେ କହି ପାରେନା ତୋତେ କେତେ ଭଲପାଏ ମୁଁ
[02:18.91] ତୋର ସେଇ ନଜର ଯେବେ ପଡେ ଉପରେ ମୋର
[02:25.29] ଲାଗେରେ ପ୍ରେମ ଗଳିରେ ତୋର ପାଦ ଥାପିଦେଇ ଯା
[02:29.01] ଏତେ କାଇଁ ତୋତେ ଚାହେଁ ମୁଁ କେଜାଣି
[02:33.52] ଜୀବନେ ଦେବି ତୋ ହସ ମୁଁ ଛାଉଁଣୀ
[02:38.05] ମନକୁ ତୋ ମୋ ପାଖରେ ବନ୍ଧା ରଖି ଯା
[02:45.23] ଏଥର ଫଗୁଣେ ବଜେଇବି ବାଜା ଥରୁଟେ ତୁ ମୋତେ ଭଲପାଇ ଯା
[02:54.79] ଏଥର ଫଗୁଣେ ବଜେଇକି ବାଜା ମୋତେ ତୋ ନିଜର କରିନେଇ ଯା
[03:28.79] ମଥାରୁ ଟିକିଲି ମୋର ମାନୁନି ଆଜିକାଲି
[03:33.30] କହୁଛି ଟୋପେ ସିନ୍ଦୂର ଚାହେଁ ତୋ ହାତରୁ
[03:42.87] ହାତରୁ ମୋ ସିନ୍ଦୂର ଦେଇ ମଥାରେ ମୁଁ ତୋର
[03:47.65] ଚୋରି କରିନେବି ପ୍ରେମ ସବୁ ତୋ ହୃଦୟରୁ
[03:52.96] ଏବେ ଏବେ ମନ ଲାଜରେ ହସୁଛି
[03:57.48] ଫଗୁଣ ବି ରାଣ ଫିଟେଇସାରିଛି
[04:03.32] କେବେହେବି ରାଣି ତୋର ତୁ ହବୁ ରାଜା
[04:09.16] ଏଥର ଫଗୁଣେ ବଜେଇକି ବାଜା ମୋତେ ତୋ ନିଜର କରିନେଇ ଯା
[04:18.99] ଏଥର ଫଗୁଣେ ବଜେଇବି ବାଜା ଥରୁଟେ ତୁ ମୋତେ ଭଲପାଇ ଯା
