Lrc Player

Lusku Lusa(PaglaSongs)

Unknown artist
[02:38.20]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:00.52] ଲୁସକୁ ଲୁସା ଗାଲି ରେ, ମୁଲକି ଅଣ୍ଟା ଚାଲି ମୋର୍

[00:03.72] ବାହାନାବାଲି ରେ, ଫୁଲ୍ ଗଜରାବାଲି ଦେଖଲେ

[00:07.69] ହେଟି ମୋର୍ ଷୋଲ ବୟେସି

[00:13.54] ขาด-ขาด...

[00:14.34] ଧୀରେ-ଧୀରେ ତୁଇ ମୁଲ୍ କରି ଦେଉଚୁ ହସି

[00:17.52] ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି

[00:19.91] ଧୀରେ-ଧୀରେ ତୁଇ ମୁଲ୍ କରି ଦେଉଚୁ ହସି

[00:22.04] ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି

[00:25.23] (Bijay on the beat, yeah)

[00:25.49] ଜାଇ ରେ, ଜାଇ ରେ, କଲା-କଲା ଜାଇ

[00:27.88] ଗାଲେ ଚପକି କରି ଅଛେ ରେ ଗାଲେ ଚପକି କରି

[00:50.20] ଅଛେ ହଲଦୀ ଗା, ହଲଦୀ ଗା ଯେତେ ଧୁଇଦେଲେ ବି

[00:52.32] ଗାଲେ ଲଟକିକରି ଅଛେ ରେ ଗାଲେ ଲଟକି କରି ଅଛେ

[00:58.17] ତିର୍ଛି ନଜର୍ ମାରିରେ, ଚେହେରା ଦେଖେଇ କରି

[01:00.29] ତିର୍ଛି ନଜର୍ ମାରିରେ, ଚେହେରା ଦେଖେଇ କରି ନାଇଯା

[01:06.40] , ନାଇଯା ବଉଲ ଖସି

[01:08.52] ଲୁସକୁ ଲୁସା ଗାଲି ରେ

[01:10.38] ମୁଲକି ଅଣ୍ଟା ଚାଲି ରେ

[01:12.51] ଲୁସକୁ ଲୁସା ଗାଲି ରେ

[01:14.37] ମୁଲକି ଅଣ୍ଟା ଚାଲି ରେ

[01:28.29] ଝୁଲ୍ ରେ, ଝୁଲ୍ ରେ, ଚହଲି କରି ଲମ୍ବା ବେନି

[01:30.68] ଅଣ୍ଡାନେ ପଡୁଛେ ରେ ଦେଖ୍ ତ ରେ, ଦେଖ୍ ତ ରେ

[01:36.79] , କୁଆଁରୀ-ଗୁରୀ ମହନି ଯାଦୁ ରସେଇ ଦେଇଛେ ଯାଦୁ ରସେଇ ଦେଇଛେ

[01:44.76] ବେନି ଅଣ୍ଟାନେ ପଡୁଛେ

[01:47.42] ଯାଉଛୁ ମହକି ରେ ମହନି-ଧୁକା ଦେଇ

[01:48.74] ଯାଉଛୁ ମହକି ରେ ମହନି-ଧୁକା ଦେଇ

[01:50.88] ତୁଇ ତ ଲୋ ଫୁଲ୍ ବାରମାସି

[01:52.90] ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି

[01:53.01] ขาด-ขาด...

[01:57.00] ଧୀରେ ତୁଇ ମୁଲ୍ କରି ଦେଉଚୁ ହସି

[02:00.87] ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି

[02:01.25] ଧୀରେ-ଧୀରେ ତୁଇ ମୁଲ୍ କରି ଦେଉଚୁ ହସି

[02:13.20] (ଗଲାନ ଫସି)

[02:15.06] (ଲୁସକୁ ଲୁସା ଗାଲି)