Hey Jaga
[00:37.34] ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା
[00:42.59] ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା
[00:52.84] ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା
[00:57.85] ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା
[01:03.09] ମୁଁ ଲୋଭୀ ତୁ ମୋ ଲୋଭ
[01:08.34] ମୁଁ ଗର୍ବୀ ତୁ ମୋ ଗର୍ବ
[01:13.34] ରାଗି ମୁଁ ତୁ ମୋ ରାଗ
[01:15.85] ଭୋଗି ମୁଁ ତୁ ମୋ ଭୋଗ
[01:18.59] ମୋ ଦେହରୁ ଜୀବନ ଫେଡି ତୋ ଦେହରେ ଯୋଡିଦେ
[01:24.34] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ
[01:34.59] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ
[02:13.13] ତୁ ତତେ ଗଢିଛୁ
[02:17.88] ପୁଣି ମତେ ଗଢିଛୁ
[02:22.63] ତତେ ଅଧା ମତେ ପୂରା କରିଛୁ
[02:33.38] ମୁଁ ମାଗିଲେ ଦଉ
[02:38.38] ନମାଗିଲେ ବି ଦଉ
[02:43.38] ଅଛିଣ୍ଡା ବନ୍ଧନ ବାନ୍ଧିଦେଇଛୁ
[02:48.63] ତୁ ଶବ୍ଦ ତୁହି ମନ୍ତ୍ର
[02:53.63] ତୁ ତିଥି ତୁ ନକ୍ଷତ୍ର
[02:58.88] ଶୂନ୍ଯ ତୁ ତୁହିଁ ପୂର୍ଣ୍ଣ
[03:01.38] ବିଧି ତୁ ବିଧାନ
[03:03.88] ମୁଁ ନିଶ୍ବାସି ଧାଡି ଶେଷରେ ପୁର୍ଣ୍ଣଚ୍ଛେଦ ଟାଣିଦେ
[03:09.88] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ
[03:20.15] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ
[03:40.47] ତୁ ସବୁ ଦେଖୁଛୁ
[03:45.22] ହେଲେ କିଛି କହୁନୁ
[03:49.97] ନିଜେ ବସି ମତେ ବାଟ କଢଉଛୁ
[04:00.71] ତୁ ମନ୍ଦିରେ ଥାଉ
[04:05.96] ପୁଣି ମନରେ ଥାଉ
[04:10.72] ମାୟାର ଖେଳରେ ଜିତିଚାଲିଛୁ
[04:16.21] ତୁ ବିନ୍ଦୁ ତୁ ହିଁ ବୃତ୍ତ
[04:21.21] ତୁ ସ୍ବପ୍ନ ତୁ ହି ସତ
[04:26.22] ଲେଖା ତୁ ତୋ ଲେଖକ
[04:28.71] ଜାତି ତୁ ତୋ ଜାତକ
[04:31.46] ମୋ ହାତରୁ ଆୟୁଷ ଗାର ତୋ ହାତରେ ପୋଛିଦେ
[04:37.11] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ
[04:46.61] ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ....
