Lrc Player

Jaga Tu Mo Dunia

Sourabh Bharadwaj - Topic
[04:43.85]·
This lyric sheet isn't paired with a song yet, so lines are shown but won't sync or seek.

[00:27.56] ତୋ କଳା ଆଗରେ ସବୁ ରଙ୍ଗ ଫିକା

[00:32.56] କିଏବା କରିବ ତୋତେ ଅଣଦେଖା

[00:42.06] ହୋ, ତୋ କଳା ଆଗରେ ସବୁ ରଙ୍ଗ ଫିକା

[00:47.57] କିଏବା କରିବ ତୋତେ ଅଣଦେଖା

[00:53.05] ତୋ ରୂପ ଦେଖିଲେ ପେଟପୁରି ଯାଏ

[00:58.30] ତୋ ହସ ଦେଖିଲେ ମନ ଭରିଯାଏ

[01:02.79] ଯେତେ ତୋତେ ଦେଖିଲେବି ଲାଗୁ ନୂଆ

[01:10.23] ଜଗା ତୁ ମୋ ଦୁନିଆ

[01:15.48] ଜଗା ତୁ ମୋ ଦୁନିଆ

[01:20.23] ଜଗା ତୁ ମୋ ଦୁନିଆ

[01:25.48] ଜଗା ତୁ ମୋ ଦୁନିଆ

[02:01.73] ସାରା ଦିନ ରାତି ତୋତେ ମୁଁ ଦେଖୁଚି

[02:06.73] ତୋ ଚକା ଆଖିରେ ଆଖି ମୋ ମିଶୁଚି

[02:15.72] ହୋ, ତୋତେ ଛାଡ଼ିଦେଲେ

[02:19.48] କେହି ମୋର ନାହିଁ

[02:21.97] ବଚିଁଛି ତୋ ପାଇଁ ମାରିବି ତୋ ପାଇଁ

[02:26.98] ତୋ ରାଜା ବେଶରେ ଆଖି ଲାଖିଯାଏ

[02:31.98] ତୋ ପରି କହରେ ହବ ଆଉ କିଏ

[02:36.72] ତୋତେ ଛାଡ଼ି ସବୁ ଲାଗେ ଧୂଆଁ ଧୂଆଁ

[02:43.97] ଜଗା ତୁ ମୋ ଦୁନିଆ

[02:49.22] ଜଗା ତୁ ମୋ ଦୁନିଆ

[02:54.22] ଜଗା ତୁ ମୋ ଦୁନିଆ

[02:59.23] ଜଗା ତୁ ମୋ ଦୁନିଆ

[03:35.62] ତୋ ପରି ଠାକୁର ଥିଲେ ମୋ ସାଥିରେ

[03:40.37] ଚିନ୍ତା ନାହିଁ ମୋର ମାରିବି ଶାନ୍ତିରେ

[03:49.62] ହୋ, ଯେତେ ଦିନ ଅଛି

[03:53.12] ତୋ ସାଥେ ରହିବି

[03:55.62] ତୋରି ଭାଗରୁ ବାଣ୍ଟି କେ ଖାଇବି

[04:00.87] ତୋ କଥା ଭାବିଲେ ନିଦ ହଜି ଯାଏ

[04:05.87] ତୋତେ ଦେଖିଦେଲେ ସବୁ ଭୁଲି ଯାଏ

[04:10.37] ସବୁ ବେଳେ ଥିବୁ ମୋର ପାଖେ ଠିଆ

[04:17.62] ଜଗା ତୁ ମୋ ଦୁନିଆ

[04:22.87] ଜଗା ତୁ ମୋ ଦୁନିଆ

[04:27.87] ଜଗା ତୁ ମୋ ଦୁନିଆ

[04:32.86] ଜଗା ତୁ ମୋ ଦୁନିଆ