Lrc Player

Mo Muktikarta Jibita

Jisaya Mallik
[08:53.71]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:08.64] Flick Studio

[01:34.30] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[01:40.23] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[01:46.34] ମୋ ମୁକ୍ତି କର୍ତ୍ତା ଜୀବିତ

[01:51.96] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[01:57.79] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[02:03.73] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[02:09.90] ମୋ ମୁକ୍ତି କର୍ତ୍ତା ଜୀବିତ

[02:15.75] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[02:21.40] ଚର୍ମ ନଷ୍ଟ ହେଲେ ହେଁ...

[02:27.25] ଚର୍ମ ନଷ୍ଟ ହେଲେ ହେଁ...

[02:37.92] ମାଂସ ହୀନ ହେଲେ,

[02:42.23] ମୁଁ ଦେଖୁବି ସେ ମୋ ସପକ୍ଷ

[02:47.81] ମୁଁ ଦେଖୁବି ସେ ମୋ ସପକ୍ଷ

[02:53.42] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[02:59.27] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[03:05.37] ମୋ ମୁକ୍ତି କର୍ତ୍ତା ଜୀବିତ

[03:11.28] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[03:22.43] Jisaya Mallik

[03:46.18] ମୋ ଜ୍ଞାତି ମୋଠାରୁ ଅନେକ ଦୂରେ ଗଲେ

[03:57.65] ମୋ ପରିଚିତ ଲୋକ ଅପରିଚିତେ ହେଲେ

[04:09.37] Music

[04:15.29] ମୋ ଜ୍ଞାତି ମୋଠାରୁ ଅନେକ ଦୂରେ ଗଲେ

[04:27.02] ମୋ ପରିଚିତ ଲୋକ ଅପରିଚିତେ ହେଲେ

[04:38.73] ମୋ କୁଟୁମ୍ଭ ବର୍ଗ ମୋତେ ତ୍ୟାଗ କଲେ

[04:50.53] ଘନିଷ୍ଠ ମିତ୍ର ଗଣ ମୋତେ ପାସରୀ ଗଲେ

[05:02.08] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[05:07.92] ମୋ ମୁକ୍ତି କର୍ତ୍ତା ଜୀବିତ

[05:14.11] ମୋ ତ୍ରାଣ କର୍ତ୍ତା ମୋ ସଫକ୍ଷ

[05:20.22] Jisaya Mallik

[05:48.98] ମୋ ନିଶ୍ୱାସ ନିଜ ଲୋକ ପାଇଁ କେତେ ଯେ ଘୃଣିତ ହେଲା

[06:00.73] ମୋ ଡାକ ଓ ବିନତି ନିଜର କେହିବି ଶୁଣିଲେ ନାହିଁ

[06:12.25] Music

[06:18.62] ମୋ ନିଶ୍ୱାସ ନିଜ ଲୋକ ପାଇଁ କେତେ ଯେ ଘୃଣିତ ହେଲା

[06:29.87] ମୋ ଡାକ ଓ ବିନତି ନିଜର କେହିବି ଶୁଣିଲେ ନାହିଁ

[06:41.61] ମୋ ଶୋହୃଦ ମାନେ

[06:47.79] ମୋତେ ଘୃଣା କଲେ

[06:53.68] ଯାହାଙ୍କୁ ମୁଁ ସ୍ନେହ କାଲି

[06:59.54] ସେ ମୋ ବୀରଧି ହେଲେ

[07:05.17] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[07:11.01] ମୋ ମୁକ୍ତି କର୍ତ୍ତା ଜୀବିତ

[07:17.22] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[07:23.06] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[07:28.92] ମୋ ମୁକ୍ତି କର୍ତ୍ତା ଜୀବିତ

[07:34.76] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[07:40.39] ଚର୍ମ ନଷ୍ଟ ହେଲେ ହେଁ...

[07:46.23] ଚର୍ମ ନଷ୍ଟ ହେଲେ ହେଁ...

[07:57.31] ମାଂସ ହୀନ ହେଲେ,

[08:01.29] ମୁଁ ଦେଖୁବି ସେ ମୋ ସପକ୍ଷ

[08:06.42] ମୁଁ ଦେଖୁବି ସେ ମୋ ସପକ୍ଷ

[08:12.35] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[08:18.26] ମୁଁ କିଛି ଜାଣେନି ମାତ୍ର ଏତିକି ଜାଣେ

[08:24.73] ମୋ ମୁକ୍ତି କର୍ତ୍ତା ଜୀବିତ

[08:29.86] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[08:35.78] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[08:41.69] ମୋ ତ୍ରାଣ କର୍ତ୍ତା ମୋ ସପକ୍ଷ

[08:48.59] Thank You - Flick Studio