ଏ ସାଧବ ବୋହୁ ଲୋ
[00:00.26] ଏ ସାଧବ ବୋହୁ ଲୋ ଏ ସାଧବ ବୋହୁ
[00:09.83] ହସିବୁନି ବେଶୀ ଝରିବ ମହୁ
[00:36.12] ଏ ସାଧବ ବୋହୁ ଲୋ ଏ ସାଧବ ବୋହୁ
[00:40.91] ହସିବୁନି ବେଶୀ ଝରିବ ମହୁ
[00:45.95] ଏ ସାଧବ ବୋହୁ ଲୋ ଏ ସାଧବ ବୋହୁ
[00:50.47] ହସିବୁନି ବେଶୀ ଝରିବ ମହୁ
[00:55.25] ଫଗୁଣ ଦେଶର ରାଜକୁମାରୀ ତୁ
[01:00.30] ଫଗୁଣ ଦେଶର ରାଜକୁମାରୀ ତୁ
[01:04.81] ତୋ ଭଲ ପାଇବା ଫୁଲରେ ଥାଉ
[01:10.12] ତୋ ଭଲ ପାଇବା ଫୁଲରେ ଥାଉ
[01:10.66] ସାଧବ ବୋହୁ ଲୋ ଏ ସାଧବ ବୋହୁ
[01:14.64] ହସିବୁନି ବେଶୀ ଝରିବ ମହୁ
[01:48.11] ହସ ରେ ତୋର କୁଆଁରୀ ଛୁଆଁ
[01:53.15] ପ୍ରେମିକ ଛାତିରେ ଲଗାଇ ନିଆଁ
[02:00.59] କଥାରେ ତୋର ବାସନା ନୂଆ
[02:07.50] ପବନ ପାସିବ ଚନ୍ଦନ ଚୁଆ
[02:12.55] ଶ୍ରାବଣ ଦେଶର ବରଷା ରାଣୀ ତୁ
[02:17.06] ଶ୍ରାବଣ ଦେଶର ବରଷା ରାଣୀ ତୁ
[02:21.84] ତୋ ପ୍ରେମ ବରଷା ମେଘରେ ଥାଉ
[02:26.62] ସାଧବ ବୋହୁ ଲୋ ଏ ସାଧବ ବୋହୁ
[02:31.40] ହସିବୁନି ବେଶୀ ଝରିବ ମହୁ
[03:04.87] ଲାଗୁଛୁ କାଇଁ ଏତେ ନିଜର
[03:09.92] ଖୋଜି ମୁଁ ପାଉନି କାରଣ ତାର
[03:19.49] ନିଜକୁ ନିଜେ ଭାବୁଛି ବେଶୀ
[03:23.47] ପାରୁନି କହି ମୁଁ ଦଉଛି ହସି
[03:29.31] ମୋ ମନ ଦେଶର ମୌନବତୀ ତୁ
[03:33.83] ମୋ ମନ ଦେଶର ମୌନବତୀ ତୁ
[03:38.87] ତୋ ମିଠା ବାହାନା ମନରେ ଥାଉ
[03:43.65] ସାଧବ ବୋହୁ ଲୋ ଏ ସାଧବ ବୋହୁ
[03:48.17] ହସିବୁନି ବେଶୀ ଝରିବ ମହୁ
[03:53.22] ଫଗୁଣ ଦେଶର ରାଜକୁମାରୀ ତୁ
[03:58.00] ଫଗୁଣ ଦେଶର ରାଜକୁମାରୀ ତୁ
[04:03.05] ତୋ ଭଲ ପାଇବା ଫୁଲରେ ଥାଉ
