Tume Eka Mo Sahara
[00:00.27] ସାହାରା......ମୋ.....ସାହାରା....
[00:08.50] ତୁମେ ଏକା ମୋ....ସାହାରା....
[00:54.18] ଅସାର ଏ ଦୁନିଆରେ, ତୁମେ ଏକା ମୋ ସାହାରା
[01:02.42] ପାପ ଭରା ଜଗତରେ, ତୁମେ ଏକା ମୋ ସାଥିପରା
[01:10.92] ଅସାର ଏ ଦୁନିଆରେ, ତୁମେ ଏକା ମୋ ସାହାରା
[01:19.15] ପାପ ଭରା ଜଗତରେ, ତୁମେ ଏକା ମୋ ସାଥିପରା
[01:27.92] ଏ ଜଗତେ ଯୀଶୁ ମୋର, କେହି ନାହିଁ ମୋ ନିଜପରା
[01:36.42] ଏ ଜଗତେ ଯୀଶୁ ମୋର, କେହି ନାହିଁ ମୋ ନିଜପରା
[01:45.45] ସାହାରା......ମୋ.....ସାହାରା....
[01:49.71] ତୁମେ ଏକା ମୋ... ସାହାରା
[01:54.21] ସାହାରା......ମୋ.....ସାହାରା....
[01:58.20] ତୁମେ ଏକା ମୋ... ସାହାରା
[02:03.78] JISAYA MALLIK
[02:53.72] ଆକୁଳେ ଯେବେ ବୁଲିଲୀ ମୁଁ ଯେ, ପାଇବାକୁ ମୁଁ ସାହାରା
[03:01.95] ପାଇଲିନୀ ମୁଁ ଜଗତେ ଯୀଶୁ, କାହାଠାରେ ଆଶ୍ରା ପରା
[03:10.98] MUSIC
[03:18.68] ତୁମେ ଏକା ମୋ ସାହା ଭରଷା, ମୋହର ଜୀବନ ସାରା
[03:27.46] ଏଣୁ ଡାକୁଛି ତୁମକୁ ପ୍ରଭୁ, ପାଇବାକୁ ତୁମ ଆଶ୍ରା
[03:35.43] ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା
[03:43.67] ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା
[03:52.70] ସାହାରା.....ମୋ.....ସାହାରା....
[03:57.21] ତୁମେ ଏକା ମୋ... ସାହାରା
[04:01.46] ସାହାରା.....ମୋ.....ସାହାରା....
[04:05.45] ତୁମେ ଏକା ମୋ... ସାହାରା
[04:10.50] JISAYA MALLIK
[05:00.73] ଗର୍ତ୍ତକୁ ମୁଁ ଯେ ଗମନ କଲେ, ମୋର ରକ୍ତରେ କି ଲାଭ
[05:09.25] ଧୂଳିକି ତୁମ୍ଭ କବରେ ଯୀଶୁ, ପ୍ରଶଂସା କରିପାରିବ
[05:17.75] MUSIC
[05:25.98] ଏଣୁ ମୋ ପ୍ରାଣ ତୁମ୍ଭ ହସ୍ତରେ, କରୁଅଛି ସମର୍ପିତ
[05:34.76] ଉଦ୍ଧାର କର ହେ ଦିନନାଥ, ଶୁଣ ହେ ମୋହର ଡାକ
[05:42.74] ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା
[05:50.96] ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା
[06:00.00] ସାହାରା......ମୋ....ସାହାରା....
[06:04.25] ତୁମେ ଏକା ମୋ... ସାହାରା
[06:08.76] ସାହାରା......ମୋ....ସାହାରା....
[06:12.75] ତୁମେ ଏକା ମୋ... ସାହାରା
[06:18.06] ଓ.. ଓ ..ଓ...
[06:34.53] ( ସମାପ୍ତ )
