Bhijei Dei Jaa Thare (Humane Sagar)-(Odiagan.com)
[00:35.47] ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
[00:42.37] ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
[00:49.55] ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
[00:56.19] ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
[01:03.36] ତତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ
[01:09.74] ହୋ-ହୋ, ତୋତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ
[01:16.64] ଥା' ପଛେ ଯେତେ ଦୁରେ
[01:20.36] ଆ' ଥରେ, ଆ' ଥରେ
[01:23.81] ଥା' ପଛେ ଯେତେ ଦୁରେ
[01:27.00] ଆ' ଥରେ, ଆ' ଥରେ
[01:31.51] ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
[01:38.42] ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
[02:13.75] ତୁ ନାହୁଁ ସବୁତ ଅଧା
[02:16.94] ବହୁଦିନୁ ହେଇନି ଓଦା
[02:20.39] ଦରମରା ମୁଁ ତୋ ବିନା
[02:23.31] ମନ ମୋର ଶୁଖିଲା ମାଟି
[02:27.83] ଛିଟା ତୋର ଦେଇଯା ଛାଟି
[02:34.47] କରୁ କାଇଁ ତୁ ବାହାନା?
[02:41.64] ଏକା-ଏକା ଲାଗେ ଏକା ତୋ ବିନା ସାଥିରେ
[02:47.75] ହୋ-ହୋ, ଏକା-ଏକା ଲାଗେ ଏକା ତୋ ବିନା ସାଥିରେ
[02:54.40] ଥା' ପଛେ ଯେତେ ଦୁରେ
[02:58.11] ଆ' ଥରେ, ଆ' ଥରେ
[03:01.83] ଥା' ପଛେ ଯେତେ ଦୁରେ
[03:04.75] ଆ' ଥରେ, ଆ' ଥରେ
[03:09.26] ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
[03:16.44] ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
[03:51.50] ତୁ ଥରେ ଆସିବୁ ବୋଲି
[03:54.69] ମତେ ଆସି ଡାକିବୁ ବୋଲି
[03:58.41] ଖୋଲା ଅଛି ମୋ ଝରକା
[04:05.58] କହେ ଆସି ଶ୍ରାବଣ ରତୁ
[04:09.03] ମନେ କାଇଁ ରଖିଛୁ କିନ୍ତୁ?
[04:12.48] ମୋତେ ବାଧେ ରେ ଅଧିକା
[04:19.39] ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ
[04:25.50] ହୋ-ହୋ, ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ
[04:32.40] ଥା' ପଛେ ଯେତେ ଦୁରେ
[04:35.86] ଆ' ଥରେ, ଆ' ଥରେ
[04:39.84] ଥା' ପଛେ ଯେତେ ଦୁରେ
[04:43.03] ଆ' ଥରେ, ଆ' ଥରେ
[04:47.28] ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
[04:54.19] ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
