Lrc Player
Chandramali hasee
Akshaya Mohanty
[03:11.70]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.
[00:05.37] ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ
[00:11.49] ଲଜ୍ଜାନତ ମୁଖେ ତା , ରକ୍ତଯବା ଫୁଟେ
[00:18.41] ଚୁକ୍ତି କରି ବସେ,ଚୁକ୍ତି କରି ହସେ
[00:25.57] ଚୁକ୍ତି କରି ଅଜାଣତେ,ମୋତେ ଭଲ ପାଇ ବସେ
[01:00.40] ଜ୍ୟୋତ୍ସ୍ନା ରଙ୍ଗ ସାଢ଼ୀ,ଆହା ହାସ୍ନା ହେନା ଦେହେ
[01:07.04] ତୃଷ୍ଣାତୁର ମନେ ମୋର,ବାତ୍ସ୍ନା ଭରି ଦିଏ
[01:27.77] ଗଳ୍ପ ପରି ଲାଗେ,ହେଲେ ଗଳ୍ପ ନୁହେଁ ମୋଟେ
[01:36.54] ଚୁକ୍ତି କରି କହେ କେବେ, “ଯା ,ତାମେ ତା ଇଏ ଗୋଟେ”
[02:00.98] ଝରଣା ରଙ୍ଗ ପ୍ରୀତି, ଆହା ବର୍ଣ୍ଣାଲି ତା ସ୍ନେହେ
[02:07.09] ସ୍ବର୍ଣଭ ଆଶା ନେଇ,ପୂର୍ଣ୍ଣାହୁତି ଦିଏ
[02:27.27] ଗଳ୍ପ ପରି ଲାଗେ,ହେଲେ ଗଳ୍ପ ନୁହେଁ ମୋଟେ
[02:34.56] ଗୁପ୍ତ ଆମ ପ୍ରଣୟର,ଯାହା ଚର୍ଚ୍ଚା ବାଟେ ଘାଟେ(3)
