Laila O Laila (Title Song) Humane Sagar-(Odiagan.com)_085642
[00:23.77] 🕺ତୋ heart💟 କଥା ଆଗ
[00:25.91] ମୋ heart 💖କହିଦେଲା
[00:27.76] ତୋ ସାଙ୍ଗରେ love story
[00:29.37] start ହେଇଗଲା
[00:34.40] ତୋ heart 💟କଥା ଆଗ
[00:36.01] ମୋ heart 💖କହିଦେଲା
[00:38.13] ତୋ ସାଙ୍ଗରେ love story
[00:39.98] Start ହେଇଗଲା
[00:42.90] ସୁନାପିଲା ଥିଲା ଟୋକା ତୋ ପାଇଁ କା
[00:45.29] ମଜନୁ ହେଲା
[00:48.75] ଲୈଲା ଠ ଲୈଲା , ଠ ଲୈଲା , ଲୈଲା
[00:52.47] ଲୈଲା ଠ ଲୈଲା
[00:54.86] 💃ତୋ dil💖 କଥା ଆଜି
[00:57.26] ମୋ dil💟 ଜାଣିଗଲା
[00:58.84] Something something ମୋତେ ଆଜି
[01:00.70] Feel ହେଇଗଲା
[01:04.15] କହୁଥିଲା ନାଇଁ ନାଇଁ ତୋରି ପାଇଁ
[01:06.02] ଦିୱାନୀ ହେଲା
[01:09.73] ଲୈଲା ତୋ ଲୈଲା , ତୋ ଲୈଲା , ଲୈଲା
[01:13.18] ଲୈଲା ତୋ ଲୈଲା
[01:15.58] 🕺 ଲୈଲା ଠ ଲୈଲା , ଠ ଲୈଲା , ଲୈଲା
[01:20.36] ଲୈଲା ଠ ଲୈଲା
[01:23.81] 🌹🌹🌹
[01:50.64] 🕺ତୁ ଏମିତି ଗୋଲାପ 🌹 କଣ୍ଟା
[01:53.29] ଫୁଟିଲେ ଭାରି ଲାଗୁଛୁ ମିଠା
[01:54.89] କେତେ ମିଠା ସେଇ ଦରଜ
[01:57.02] ଠ ଲୈଲା କହିବାଟା ନୁହେଁ ସହଜ
[02:00.99] 💃ତୁ ଏମିତି ଅଦିନ ମେଘ
[02:03.38] ପାଣି ବଦଳେ ଢାଳିଲୁ ରଙ୍ଗ
[02:05.25] ସେଇ ରଙ୍ଗରେ ଗଲାତ ଭିଜି
[02:07.37] ତୋ ଲୈଲା ବାଟ ଚାଲେ ତା ଆଖି ବୁଜି
[02:11.89] 🕺ତୋ Body ସାଥେ ଯେବେ
[02:13.75] ମୋ body touch ହେଲା
[02:15.34] Life time ପାଇଁ attach ହେଇଗଲା
[02:20.12] ଧୀରେ ଧୀରେ ପ୍ୟାର ଵାଲା ishq ତୋର
[02:23.04] କଲା ଘାଇଲା
[02:26.23] ଲୈଲା ଠ ଲୈଲା , ଠ ଲୈଲା , ଲୈଲା
[02:29.69] ଲୈଲା ଠ ଲୈଲା
[02:31.82] 💃ଠ ଲୈଲା ଲୈଲା , ଲୈଲା ତୋ ଲୈଲା
[02:36.86] 🌹🌹🌹
[02:57.05] 💃ବଜେଇ ଦେଲୁ ଛାତିରେ ଘଣ୍ଟି
[02:59.18] ଅଧରାତିରେ ନିଦରୁ ଉଠି
[03:01.03] ଖୋଜେ ତତେ କବାଟ ଖୋଲି
[03:02.88] ତୋ ଲୈଲା ତୋ ସାଥିରେ ଗପିବ ବୋଲି
[03:06.60] 🕺 ଓ ଓୟୁ ~ ଗପିଲେ ଯେତେ ସରେନା ଗପ
[03:09.79] ଯେମିତି କଥା ସେମିତି ରୂପ
[03:11.38] ସେଇ ରୂପରେ ମାରେ ବିଜୁଳି
[03:13.52] ଠ ଲୈଲା ସତେ ଅବା ଯିବି ମୁଁ ଜଳି ହାଏ
[03:17.76] 💃ତୋ କଥା ସାଥେ ଆଜି
[03:19.89] ମୋ କଥା match କଲା
[03:21.48] Day , night ତତେ
[03:23.34] ମୋ ଆଖି Catch କଲା
[03:26.80] ଛାଡିବିନି ତତେ ଜମା ଆମ ଯୋଡି
[03:28.39] Full ଜମେଲା
[03:32.38] 🕺 ଉଁ ~ ଲୈଲା ଠ ଲୈଲା ,
[03:34.51] ଠ ଲୈଲା , ଲୈଲା
[03:36.09] ଲୈଲା ଠ ଲୈଲା
[03:38.48] 💃 ହାଁ~ ଲୈଲା ତୋ ଲୈଲା ,
[03:41.67] ମୁଁ ଲୈଲା , ଲୈଲା
[03:43.00] ଲୈଲା ତୋ ଲୈଲା
[03:45.12] 🕺 ଉଁ ~ ଲୈଲା ଠ ଲୈଲା ,
[03:48.58] ଠ ଲୈଲା , ଲୈଲା
[03:49.91] ଲୈଲା ଠ ଲୈଲା
