Tike Tike Barsha Hela (Full Track)-(OdiaSongz.Com)
[00:21.57] ଟିକେ ଟିକେ ବର୍ଷା
[00:25.56] ହେଲା ଟିକେ ଛିଟା ଲାଗିଲା
[00:26.62] ଟୋପା ଟୋପା ତୋ
[00:29.28] ଦେହରେ ମୋତି ଝରିଲା
[00:36.88] ଟିକେ ଟିକେ ବର୍ଷା ହେଲା
[00:42.19] ଟିକେ ଛିଟା ଲାଗିଲା
[00:45.38] ଟୋପା ଟୋପା ତୋ
[00:47.50] ଦେଖରେ ମୋତି ଝରିଲା
[00:48.30] ଟିକେ ଟିକେ ଖରା ହେଲା
[00:50.43] ଟିକେ ନାଲି ଦେଇଶିଲା
[00:53.61] ମିଠା ମିଠା ତୋ
[00:56.00] ମୁହଁରେ ରଙ୍ଗ ଝରିଲା
[00:58.40] ସେଇ ରଙ୍ଗରେ ସେଇ
[00:59.72] ରୁତୁରେ ଲାଗେ ସତେ
[01:01.32] ମୋ ମନରେ ପ୍ରେମ
[01:04.24] ଉଙ୍କି ମାରିଲା
[01:08.76] ପ୍ରେମ ହେଲା ପ୍ରେମ ହେଲା
[01:11.68] ହୋଲେ ହୋଲେ ହେଇଗଲା
[01:13.80] ସାତ ରଙ୍ଗ ସାତ ସୁର
[01:16.46] ମୋ ମନେ ଭରିଗଲା
[01:46.74] ଏମିତି ତୁ ଆସିଲୁ
[01:49.13] ମୋ ମନରେ ବସିଲୁ
[01:51.78] ଭରସାର ପ୍ରେମ
[01:54.44] ନେଇ ଭଲ ପାଇଲୁ
[01:57.10] ଏମିତି ତୁ ଚାହିଁଲୁ ଭାବନାରେ କହିଲୁ
[02:01.88] ଜିଇଁବାରଆଶା ନେଇ
[02:05.33] ମତେ ଛୁଇଁଲୁ
[02:08.25] ସେଇ ଛୁଆଁରେ ତୋ
[02:09.85] ଗୀତରେ ଲାଗେ ସତରେ
[02:10.91] ହୃଦୟରେ ସାତ
[02:13.04] ରାଗ ବାନ୍ଧିଲା
[02:18.08] ପ୍ରେମ ହେଲା ପ୍ରେମ ହେଲା
[02:20.47] ହୋଲେ ହୋଲେ ହେଇଗଲା
[02:23.13] ସାତ ରଙ୍ଗ ସାତ ସୁର
[02:25.79] ମୋ ମନେ ଭରିଗଲା
[02:56.07] ତତେ ଦେଖେ ମୋ ଆଖି
[02:58.72] ଝୁରେ ମୁଁ ନିତି ନିତି
[03:01.11] ତୁ ଥିଲେ ଭିଜା
[03:03.77] ଭିଜା ଲାଗେ ଏ ପ୍ରିତି
[03:06.43] ଓ ଏଇ ସେ ପ୍ରଜାପତି
[03:09.08] ଚୁମେ ରେ ଚୁପି ଚୁପି
[03:12.00] ବଗିଚାରେ ମିଠା
[03:14.39] ମୋହୁ ପଡିଛି ଟିକି
[03:17.05] ସେହି ମହୁରେ ସେଇ
[03:18.91] ଫୁଲରେ ଲାଗେ ସତରେ
[03:21.04] ଚାରି ଆଡେ କି
[03:24.76] ବାସନା ବହିଲା
[03:27.41] ପ୍ରେମ ହେଲା ପ୍ରେମ ହେଲା
[03:29.80] ହୋଲେ ହୋଲେ ହେଇଗଲା
[03:32.46] ସାତ ରଙ୍ଗ ସାତ ସୁର
[03:35.11] ମୋ ମନେ ଭରିଗଲା
[03:37.77] ଲା ଲା ଲା....
[03:40.69] ଓଓଓ....
