Lrc Player

Faguna Re Jebe Dekhahela (PenduJatt.Com.Se)

Unknown artist
[04:31.05]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:14.27] ଫଗୁଣରେ ଯେବେ ଦେଖାହେଲା

[00:17.72] ଆଖି ସାଥେ ଆଖି ମିଶିଥିଲା

[00:21.17] ଫଗୁଣରେ ଯେବେ ଦେଖାହେଲା

[00:24.89] ଆଖି ସାଥେ ଆଖି ମିଶିଥିଲା

[00:28.08] ମତେ ଦେଖି କାହିଁ ତୁ ହସିଥିଲୁ

[00:35.52] ମତେ ଦେଖି କାହିଁ ତୁ ହସିଥିଲୁ

[00:42.69] ବାହାନାରେ ମିଛ ରଙ୍ଗ ବୁଣି

[00:46.41] ଇଶାରାରେ ମନ ନେଲୁ କିଣି

[00:49.33] ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା

[00:53.32] ଫଗୁଣରେ ଯେବେ କଥା ହେଲା

[00:56.77] ଓଠ କଥା ଓଠ ବୁଝିଥିଲା

[01:00.49] ଫଗୁଣରେ ଯେବେ କଥା ହେଲା

[01:04.21] ଓଠ କଥା ଓଠ ବୁଝିଥିଲା

[01:07.66] ମୋତେ ଦେଖି କାହିଁ ତୁ ରହିଗଲୁ

[01:14.57] ମୋତେ ଦେଖି କାହିଁ ତୁ ରହିଗଲୁ

[01:21.74] ଲୁଚି ଲୁଚି ଯେବେ ଚାହୁଁଥିଲି

[01:25.46] ଡ଼ରି ଡ଼ରି ତତେ ଖୋଜୁଥିଲି

[01:28.64] ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା

[01:32.63] ଫଗୁଣରେ ଯେବେ ଦେଖାହେଲା

[01:35.82] ଆଖି ସାଥେ ଆଖି ମିଶିଥିଲା

[01:39.53] ମତେ ଦେଖି କାହିଁ ତୁ ହସିଥିଲୁ

[01:47.14] ତୁ ଖୋଜୁଥିଲୁ, ମୁଁ ଖୋଜୁଥିଲି ସାଥିଟିଏ ଯେବେ ମନେ ମନେ

[02:14.88] କିଏ ଜାଣିଥିଲା ଭେଟହବ ଆମ ଖୋଜା-ଖୋଜି ଏ ଲଗନେ

[02:25.51] ମୁଁ ଭାବୁଥିଲି, ତୁ ଭାବୁଥିଲୁ ଗୋଟେ କଥା ଯେବେ ରାତିଦିନେ

[02:32.42] କିଏ ଭାବିଥିଲା ରଙ୍ଗ ଭରିଯିବ ଫିକା ଫିକା ଏ ଜୀବନେ

[02:39.85] ଭିଡ଼ରେ ତୁ ଯେବେ ଡ଼ରିଗଲୁ

[02:43.31] ଭାବିନେଲି ହାତ ଧରିନେଲୁ

[02:46.49] ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା

[02:50.48] ଫଗୁଣରେ ଯେବେ ଦେଖାହେଲା

[02:53.66] ଆଖି ସାଥେ ଆଖି ମିଶିଥିଲା

[02:57.65] ମତେ ଦେଖି କାହିଁ ତୁ ହସିଥିଲୁ

[03:25.81] ମୁଁ ଚାଲୁଥିଲି, ତୁ ଝୁଣ୍ଟୁଥିଲୁ ବାଟ ଥିଲା ଏତେ ଅଙ୍କା-ବଙ୍କା

[03:32.98] ତୋ ଠିକଣା ଆଜି ମୁଁ ପାଇଗଲି, ହେଇଗଲୁ ଆଜି ପ୍ରେମିକା

[03:43.60] ତୁ ଡ଼ରୁଥିଲୁ, ମୁଁ ଡ଼ରୁଥିଲି କାଳେ କିଏ ସବୁ ଦେଖିଦେବ

[03:51.04] ନୂଆ ନୂଆ ଆମ ଏଇ କାହାଣୀକୁ ଦୁନିଆ ଆଗରେ କହିଦେବ

[03:58.21] ଯିଏ ଯାହା ପଛେ କହୁଥାଉ

[04:01.66] ଡ଼ର ନାହିଁ ଜମା କିଛି ଆଉ

[04:04.85] ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା

[04:08.57] ଫଗୁଣରେ ଯେବେ କଥା ହେଲା

[04:12.02] ଓଠ କଥା ଓଠ ବୁଝିଥିଲା

[04:15.74] ମୋତେ ଦେଖି କାହିଁ ତୁ ରହିଗଲୁ

[04:22.38] ଓ, ମୋତେ ଦେଖି କାହିଁ ତୁ ରହିଗଲୁ