Lrc Player

Hela Ki Prema (Full)-(OdiaSongz.Com)

Unknown artist
[04:32.70]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:37.01] ଚାଲୁନି ଆଜି ମୁଁ ଚାଲେ ବାଟ

[00:41.79] ଦୁନିଆ ଲାଗୁଛି ମତେ ଛୋଟ

[00:45.25] ♥️

[00:46.31] ଖୋଲୁନି ଆଜି ମୁଁ ମୋର ଓଠ

[00:50.03] କିଏ ସେ କେଜାଣି ଗାଏ ଗୀତ

[00:54.28] ♥️

[00:55.34] ଆକାଶଟା ମାଟି ସାଥେ ମିଶେ ଯୋଉଠି

[01:00.12] ମନ ମୋର ହଜିଗଲା ସେଇଠି

[01:03.84] ♥️

[01:04.90] ସପନକୁ ଆଖି ବସି ଖୋଜେ ଯୋଉଠି

[01:09.42] ନିଦ ମୋର ହଜିଗଲା ସେଇଠି

[01:13.40] ♥️

[01:14.20] ଏମିତି ହେଲା ମୋ ଜୀବନେ ପ୍ରଥମ

[01:18.71] କହି ଦେ କହିଦେ ହେଲା କି ପ୍ରେମ

[01:22.96] କହି ଦେ କହିଦେ ହେଲା କି ପ୍ରେମ

[01:27.21] ♥️

[01:28.01] କହି ଦେ କହିଦେ ହେଲା କି ପ୍ରେମ

[01:32.53] କହି ଦେ କହିଦେ ହେଲା କି ପ୍ରେମ

[01:37.04] ♥️

[02:04.67] କିଏ ଦେଲା ମତେ ଛୁଇଁ ନିଜ ଭିତରେ ମୁଁ ନାହିଁ

[02:09.45] ସବୁ କିଛି, ଲାଗିଲା ମତେ ଭଲ

[02:12.64] ♥️

[02:14.23] ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ

[02:18.75] କେତେବେଳେ ଫୁଟିଲା ଏଇ ଫୁଲ

[02:22.20] ♥️

[02:23.26] ଫଗୁଣଟା ଫୁଲ ସାଥେ ଗପେ ଯୋଉଠି

[02:27.78] ଗପ ବସି ଲେଖିଲି ମୁଁ ସେଇଠି

[02:32.03] ♥️

[02:32.82] ଭଅଁରଟା ଗୁଣୁ ଗୁଣୁ ଗାଏ ଯୋଉଠି

[02:37.07] ପାଦ ମୋର ନାଚିଯାଏ ସେଇଠି

[02:40.79] ♥️

[02:41.86] ଏମିତି ହେଲା ମୋ ଜୀବନେ ପ୍ରଥମ

[02:46.11] କହି ଦେ କହିଦେ ହେଲା କି ପ୍ରେମ

[02:50.89] କହି ଦେ କହିଦେ ହେଲା କି ପ୍ରେମ

[02:54.87] ♥️

[02:55.67] କହି ଦେ କହିଦେ ହେଲା କି ପ୍ରେମ

[03:00.18] କହି ଦେ କହିଦେ ହେଲା କି ପ୍ରେମ

[03:04.96] ♥️

[03:28.07] ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ

[03:32.59] କେହି ଯଦି ପଚାରେ ରହେ ତୁନି

[03:36.04] ♥️

[03:37.11] ଭାବେ ସିନା ଗୋଟେ କଥା କହେ ଆଉ ଗୋଟେ କଥା

[03:41.62] କଲା ଏଇ ହୃଦୟ ବେଇମାନି

[03:44.54] ♥️

[03:46.40] ହୃଦୟଟା ଛାତିତଳେ ଥାଏ ଯୋଉଠି

[03:50.92] ଲୁଚେଇଲି ତତେ ନେଇ ସେଇଠି

[03:54.64] ♥️

[03:55.70] ଭାବନାଟା ହେଇଯାଏ ସତ ଯୋଉଠି

[04:00.21] ମୋତେ ଖୋଜି ପାଇଲି ମୁଁ ସେଇଠି

[04:03.67] ♥️

[04:05.00] ଏମିତି ହେଲା ମୋ ଜୀବନେ ପ୍ରଥମ

[04:09.25] କହି ଦେ କହିଦେ ହେଲା କି ପ୍ରେମ

[04:14.03] କହି ଦେ କହିଦେ ହେଲା କି ପ୍ରେମ

[04:18.01] ♥️

[04:19.07] କହି ଦେ କହିଦେ ହେଲା କି ପ୍ରେମ

[04:23.32] କହି ଦେ କହିଦେ ହେଲା କି ପ୍ରେମ…