Lrc Player

Tu Megha Heija Human Sagar Asima Panda Official Odia Music Video 2020 Raja D Sailendra (mp3cut.net)

Unknown artist
[04:14.85]·Synced by Guest·
This lyric sheet isn't paired with a song yet, so lines are shown but won't sync or seek.

[00:27.40] ତୁ ମେଘ ହେଇଜା ମତେ ସାଥେ ନେଇଯା

[00:32.90] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[00:38.65] ତୁ ମେଘ ହେଇଜା ମତେ ସାଥେ ନେଇଯା

[00:44.15] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[00:49.90] ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ

[00:55.15] ମୋ ହୃଦୟରେ ରଙ୍ଗ ଭରି ଦେଇଜା

[01:00.90] ତୁ ମେଘ ହେଇଜା ମତେ ସାଥେ ନେଇଯା

[01:06.15] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[01:12.90] ହୋ ହୋ ହୋ ....

[01:18.40] ହୋ ହୋ ହୋ ....

[01:26.90] ତୋ ଚାହାଣି ମତେ କରିଚି ଦିୱାନା

[01:32.15] ରାତି ଦିନ ଖାଲି ଭାବୁଚି ତୋ କଥା

[01:42.64] ହୋ...ସବୁ ମୁହଁ ମତେ ଲାଗୁଚି ତୋ ପରି

[01:48.65] ବୁଝିଲି ତୁ ଆଜି ମୋ ମନ ଅବସ୍ଥା

[01:53.89] ସତଏ କେମିତି ପାରିବି କହି ମୁଁ

[01:59.40] ସତଏ କେମିତି ପାରିବି କହି ମୁଁ

[02:04.90] ପାଖେ ଆସି ଥରେ ମୋତେ ଛୁଇଁ ଦେଇଯା

[02:10.64] ତୁ ମେଘ ହେଇଜା ମତେ ସାଥେ ନେଇଯା

[02:15.89] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[02:44.65] ସବୁ ଋତୁ ଆଜି ଲାଗୁଚି ବସନ୍ତ

[02:50.40] ମନରେ ଆସିଛି ଅକୁହା ପୁଲକ

[03:00.66] ହୋ..ତୁ ଯାହା ଭାବୁଚୁ ମୁଁ ବି ଭାବୁଛି

[03:06.90] ତୁ କହି ଦେଉଛୁ ହେଲେ ମୁଁ ରହେ ନିରବ

[03:12.14] ନିରବ ରହିବୁ ଆଉ କେତେ ଦିନ

[03:21.65] ନିରବ ରହିବୁ ଆଉ କେତେ ଦିନ

[03:23.15] ତୋ ହୃଦୟର କଥା ଆଜି ମାନିଯା

[03:28.65] ତୁ ମେଘ ହେଇଜା ମତେ ସାଥେ ନେଇଯା

[03:34.40] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[03:39.89] ତୁ ମେଘ ହେଇଜା ମତେ ସାଥେ ନେଇଯା

[03:45.39] ତୁ ବର୍ଷା ହେଇଜା ଭିଜେଇ ଦେଇଯା

[03:51.65] ହୋ ହୋ ହୋ ...

[03:56.40] ଲା ଲା ଲା ଲା ଲା ଲା ..

[03:59.65] ଲା ଲା ଲା …….

[04:02.16] ହୋ ହୋ ହୋ ...

[04:09.39] ହେ ହେ ହେ .. ଲା ଲା ଲା …….